ଫ୍ୟାନଙ୍କ ସହ ଜନ୍ମଦିନ ପାଳିଲେ ବାବୁଶାନ୍, ଆସିଲେନି ତୃପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ୟାନଙ୍କ ସହ ଜନ୍ମଦିନ ପାଳିଲେ ବାବୁଶାନ୍। ଆଜି ସନ୍ଧ୍ୟାରେ ସେ ତାଙ୍କ ଘରେ ପରିବାର ସଦସ୍ୟ, ବନ୍ଧୁ ଓ ଫ୍ୟାନମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁଶାନ ନିଜେ କେକ୍ କାଟିଥିବା ବେଳେ ତାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ତାଙ୍କ ଘରେ ଫ୍ୟାନ ଓ ଗମଣାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା। ଜନ୍ମଦିନ ପାଳନରେ ଉପସ୍ଥିତ […]

Babusan-

Babusan-

Niranjan Mishra
  • Published: Saturday, 30 July 2022
  • Updated: 30 July 2022, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ୟାନଙ୍କ ସହ ଜନ୍ମଦିନ ପାଳିଲେ ବାବୁଶାନ୍। ଆଜି ସନ୍ଧ୍ୟାରେ ସେ ତାଙ୍କ ଘରେ ପରିବାର ସଦସ୍ୟ, ବନ୍ଧୁ ଓ ଫ୍ୟାନମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁଶାନ ନିଜେ କେକ୍ କାଟିଥିବା ବେଳେ ତାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ତାଙ୍କ ଘରେ ଫ୍ୟାନ ଓ ଗମଣାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା। ଜନ୍ମଦିନ ପାଳନରେ ଉପସ୍ଥିତ ଥିଲେ ତୃପ୍ତିଙ୍କ ବାପା ଲଳିତ ଶତପଥୀ। ଉତ୍ସବରେ ବାବୁଶାନଙ୍କ ମାଆ ଅପରାଜିତ ମହାନ୍ତି, ପାରିବାରିକ ବନ୍ଧୁ, ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବାବୁଶାନ୍ ତାଙ୍କ ଆଗାମୀ ଫିଲ୍ମ ଗଜପତିର ପୋଷ୍ଟର ରିଲିଜ୍ କରିଥିଲେ।

ପତ୍ନୀ ତୃପ୍ତି ନଆସିବା ସଂପର୍କରେ ବାବୁଶାନ ପ୍ରତିକ୍ରିୟା ଦେଇ କହିଛନ୍ତି, ଜନ୍ମଦିନ ପାଳନ ଲାଗି ସିନା ଆସିଲେନି, କିନ୍ତୁ ମୋ ମନରେ ସବୁବେଳେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story