ଓଡ଼ିଆ ଝିଅ ଓମାନରେ ସାଜିଲେ କରୋନା ଯୋଦ୍ଧା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସୁଦୂର ଓମାନରେ କରୋନା ଯୋଦ୍ଧା ସାଜିଛନ୍ତି ଓଡ଼ିଆ ଝିଅ ସୋନାଲି ମହାନ୍ତି। କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଟିଟିଲାଗଡ଼ର ସୋନାଲି ଓମାନରେ କରୋନା ଆକ୍ରାନ୍ତଙ୍କ ସ୍ୱାବ୍ ଟେଷ୍ଟ କରୁଛନ୍ତି। ନିଜ ପାଠକୁ ଲୋକଙ୍କ ସେବାରେ ନିୟୋଜିତ କରିପାରିଥିବାରୁ ଖୁବ୍‌ ଖୁସି ଥିବା ସୋନାଲିଙ୍କ ଏହି କାମ ପାଇଁ ଟିଟିଲାଗଡ଼ବାସୀ ମଧ୍ୟ ଖୁବ୍‌ ଗର୍ବ ଅନୁଭବ କରୁଛନ୍ତି।  ଟିଟିଲାଗଡ଼ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ସୋନାଲି ଭୁବନେଶ୍ୱର ଓୟୁଏଟିରେ […]

titilagard

titilagard

Niharika Rout
  • Published: Wednesday, 27 May 2020
  • Updated: 27 May 2020, 11:55 AM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସୁଦୂର ଓମାନରେ କରୋନା ଯୋଦ୍ଧା ସାଜିଛନ୍ତି ଓଡ଼ିଆ ଝିଅ ସୋନାଲି ମହାନ୍ତି। କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଟିଟିଲାଗଡ଼ର ସୋନାଲି ଓମାନରେ କରୋନା ଆକ୍ରାନ୍ତଙ୍କ ସ୍ୱାବ୍ ଟେଷ୍ଟ କରୁଛନ୍ତି। ନିଜ ପାଠକୁ ଲୋକଙ୍କ ସେବାରେ ନିୟୋଜିତ କରିପାରିଥିବାରୁ ଖୁବ୍‌ ଖୁସି ଥିବା ସୋନାଲିଙ୍କ ଏହି କାମ ପାଇଁ ଟିଟିଲାଗଡ଼ବାସୀ ମଧ୍ୟ ଖୁବ୍‌ ଗର୍ବ ଅନୁଭବ କରୁଛନ୍ତି। 

ଟିଟିଲାଗଡ଼ରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ସୋନାଲି ଭୁବନେଶ୍ୱର ଓୟୁଏଟିରେ ମାଇକ୍ରୋ ବାୟୋଲୋଜି ପଢିଥିଲେ। ପାଠପଢ଼ା ପରେ ସେ ରାୟଗଡ଼ାରେ ବାହା ହୋଇଥିଲେ। ସ୍ୱାମୀ ଓମାନରେ ଚାକିରି କରୁଥିବାରୁ ସେ ସେଠାକୁ ଚାଲି ଯାଇଥିଲେ।

ପ୍ରଥମେ ପ୍ରଥମେ ସମ୍ପୂର୍ଣ୍ଣ ଗୃହିଣୀ ହୋଇ ନିଜକୁ ଘର କାମରେ ନିୟୋଜିତ ରଖୁଥିବା ସୋନାଲି କିନ୍ତୁ ଏଥିରେ ଶାନ୍ତି ପାଇପାରୁ ନ ଥିଲେ। ସମାଜ ସେବାରେ କିପରି ଆସିପାରିବେ, ସେଥିଲାଗି ସବୁବେଳେ ଚେଷ୍ଟା ଜାରି ରଖିଥିଲେ। ଆଉ ଏବେ କରୋନା ସଙ୍କଟ ବେଳେ ସେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଛନ୍ତି। ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ମାଇକ୍ରୋ ବାୟୋଲୋଜିଷ୍ଟ ହୋଇଥିବାରୁ ସମାଜ ପ୍ରତି ନିଜ ଦାୟିତ୍ୱ ଅନୁଭବ କରି ସେ ଚାକିରିରେ ଯୋଗ ଦେଇଛନ୍ତି।

ପ୍ରଥମେ ପ୍ରଥମେ ପରିବାର ସଦସ୍ୟମାନେ ଏଥିନିମନ୍ତେ ମନା କରୁଥିବା ବେଳେ ବି ତାଙ୍କ ଜିଦ୍‌ ଆଗରେ ହଁ ଭରିବାକୁ ବାଧ୍ୟ ହୋଇଥିଲେ। ଏବେ ସୋନାଲି ସ୍ୱାବ ଟେଷ୍ଟ କରି ସାଜିଛନ୍ତି କରୋନା ଯୋଦ୍ଧା।

ସୋନାଲି କହିଛନ୍ତି, ‘ପଢ଼ିଥିବା ପାଠକୁ ସମାଜର କାମରେ ଲଗାଇ ପାରିଥିବାରୁ ଖୁସି ଲାଗୁଛି। କୋରନା ବିରୋଧୀ ଲଢ଼େଇରେ ଏହି କିଞ୍ଚିତ୍ ଅବଦାନ ମୋ ଜୀବନକୁ ସାର୍ଥକ କରିଛି। ଆମେ ଖୁବ୍‌ଶୀଘ୍ର ଏହି ପରିସ୍ଥିତିରୁ ମୁକୁଳିପାରିବା ବୋଲି ମୋର ଆଶା।’

ତାଙ୍କ ମା’ କହିଛନ୍ତି, ‘ଝିଅ ଅକ୍ଳାନ୍ତ ପରିଶ୍ରମ କରୁଛି। ସେ ଦିନକୁ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲ୍ୟାବ୍‌ରେ ରହୁଛି। ଥକି ପଡ଼ୁଥିଲେ ବି ତା’ ମନ ଭାରି ଖୁସି ଥିବାରୁ ଆମେ ପରିବାର ଲୋକ ମଧ୍ୟ ବହୁତ ଖୁସି ଅଛୁ। ତା’ ଶାଶୂ, ଶ୍ୱଶୁର ବି ଖୁବ୍‌ ଖୁସି ଅଛନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story