ଫ୍ୟାସନ ଜଗତରେ ଚମକିଲେ ଓଡ଼ିଆ ଝିଅ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ଫ୍ୟାସନ ଜଗତରେ ପୁଣି ଚମକିଲେ ଓଡ଼ିଆ ଝିଅ। ଏଥର ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରିଛନ୍ତି ରାଉରକେଲା ଝିଅ ଯୁଗଜ୍ୟୋତି ମହାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବତୀଙ୍କୁ ପଛରେ ପକାଇ ଯୁଗଜ୍ୟୋତି ହାତେଇଛନ୍ତି ୨ଟି ଆୱାର୍ଡ। ନୂଆଦିଲ୍ଲୀରେ Evick Entertainment ପକ୍ଷରୁ ଆୟୋଜିତ ପ୍ରତିଯୋଗିତରେ ଯୁଗଜ୍ୟୋତି ମହାନ୍ତି Miss India Universe crown ଜିତିବାରେ ସକ୍ଷମ ହୋଇଛନ୍ତି । ଏଥିସହ ସେ  gorgeious face subtitle ମଧ୍ୟ ହାସଲ କରିଛନ୍ତି । ସେଠାରୁ […]

rkl

rkl

Niharika Rout
  • Published: Wednesday, 20 November 2019
  • Updated: 20 November 2019, 02:13 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ଫ୍ୟାସନ ଜଗତରେ ପୁଣି ଚମକିଲେ ଓଡ଼ିଆ ଝିଅ। ଏଥର ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରିଛନ୍ତି ରାଉରକେଲା ଝିଅ ଯୁଗଜ୍ୟୋତି ମହାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବତୀଙ୍କୁ ପଛରେ ପକାଇ ଯୁଗଜ୍ୟୋତି ହାତେଇଛନ୍ତି ୨ଟି ଆୱାର୍ଡ।

ନୂଆଦିଲ୍ଲୀରେ Evick Entertainment ପକ୍ଷରୁ ଆୟୋଜିତ ପ୍ରତିଯୋଗିତରେ ଯୁଗଜ୍ୟୋତି ମହାନ୍ତି Miss India Universe crown ଜିତିବାରେ ସକ୍ଷମ ହୋଇଛନ୍ତି । ଏଥିସହ ସେ  gorgeious face subtitle ମଧ୍ୟ ହାସଲ କରିଛନ୍ତି । ସେଠାରୁ ଫେରି ଆସିବା ପରେ ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।

ଉତ୍ତରାଖଣ୍ଡ universityରୁ ସାଇନ୍ସ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବା ଯୁଗଜ୍ୟୋତି ଆଗକୁ glamour ଦୁନିଆରେ ପ୍ରବେଶ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାରୁ ଦୁଇଜଣ ଯୁବତୀ ସାମିଲ ହୋଇଥିଲେ। ସେମାନେ ଓଡିଶା ଫେସନ ଭିଲ୍ଲା ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ପରେ ଦିଲ୍ଲୀ ପ୍ରତିଯୋଗିତାରେ ସାମିଲ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos