ସାଧାରଣତନ୍ତ୍ର ଦିବସରେ ଚାଲିଗଲେ ଓଡ଼ିଆ ଯବାନ

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଯାଇଛନ୍ତି। ତାଙ୍କ ନାଁ ହେମନ୍ତ ପଣ୍ଡା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ। ହେମନ୍ତ ଜମ୍ମୁ କଶ୍ମୀରରେ ବାରମୁଲାରେ ମୁତୟନ ହୋଇଥିଲେ। ସେ ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ […]

jawan1

Jitendra Garnayak
  • Published: Sunday, 27 January 2019
  • , Updated: 27 January 2019, 02:34 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଯାଇଛନ୍ତି। ତାଙ୍କ ନାଁ ହେମନ୍ତ ପଣ୍ଡା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ।

ହେମନ୍ତ ଜମ୍ମୁ କଶ୍ମୀରରେ ବାରମୁଲାରେ ମୁତୟନ ହୋଇଥିଲେ। ସେ ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ହେମନ୍ତଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Related story