୧୫ଜଣ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର(ସନ୍ତୋଷ କୁମାର ପଲ୍ଲାଇ) ବିଶାଖାପାଟଣାରେ ଦାଦନ ଖଟୁଥିବା ୧୫ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୭ଜଣ ନାବାଳିକା ଓ ଜଣେ ନାବାଳକ ଅଛନ୍ତି। ଅଭିଯୋଗ ଅନୁଯାୟୀ ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁଥାନା ପାରିଆବେଢା ଗାଁର ୧୫ଜ ଶ୍ରମିକ ବିଶାଖାପାଟଣାରେ ଯାଇଥିଲେ। କିନ୍ତୁ ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି କାମ ବାବଦ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ ନାବାଳିକା ତାଙ୍କ ଭାଇକୁ […]

eeeeeeeeee00

eeeeeeeeee00

Tapaswini Nayak
  • Published: Wednesday, 13 February 2019
  • Updated: 13 February 2019, 08:08 AM IST

Sports

Latest News

ନବରଙ୍ଗପୁର(ସନ୍ତୋଷ କୁମାର ପଲ୍ଲାଇ) ବିଶାଖାପାଟଣାରେ ଦାଦନ ଖଟୁଥିବା ୧୫ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୭ଜଣ ନାବାଳିକା ଓ ଜଣେ ନାବାଳକ ଅଛନ୍ତି।

ଅଭିଯୋଗ ଅନୁଯାୟୀ ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁଥାନା ପାରିଆବେଢା ଗାଁର ୧୫ଜ ଶ୍ରମିକ ବିଶାଖାପାଟଣାରେ ଯାଇଥିଲେ। କିନ୍ତୁ ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏପରିକି କାମ ବାବଦ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ ନାବାଳିକା ତାଙ୍କ ଭାଇକୁ ଫୋନରେ ଜଣାଇଥିଲେ। ଏହାପରେ ପୁଲିସରେ ଅଭିଯୋଗ କରାଯାଇଥିଲା।

ଏହାପରେ ଡାବୁଗାଁ ଆଇଆଇସି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story