ୟୁକ୍ରେନ୍‌ରେ ଓଡ଼ିଆ ଡାକ୍ତରୀ ଛାତ୍ର; କହିଲେ-ସବୁ ଠିକ୍‌ ଅଛି

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ମେଡିକାଲ୍‌ ପାଠ ପଢ଼ିବାକୁ ଯାଇ ୟୁକ୍ରେନ୍‌ରେ ଅଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର ସୁପ୍ରିତ ସ୍ୱାଇଁ। ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଚିନ୍ତିତ ଅଛନ୍ତି ସୁପ୍ରିତଙ୍କ ପରିବାର। ଏନେଇ ପରିବାର ଲୋକ ସୁପ୍ରିତଙ୍କ ସହିତ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି, ଏଠି ସବୁ କିଛି ଠିକ୍‌ ଅଛି। ୨୭ ପରେ ଟାର୍ଟାର୍ଡ ଫ୍ଲାଇଟ୍‌ରେ ଭାରତ ଫେରିବୁ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁ ଓ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଏକମାତ୍ର ପୁଅ ହେଉଛନ୍ତି ସୁପ୍ରିତ। ତିନିମାସ […]

ukrain-student

ukrain-student

Manoranjan Sial
  • Published: Thursday, 24 February 2022
  • Updated: 24 February 2022, 04:51 PM IST

Sports

Latest News

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ମେଡିକାଲ୍‌ ପାଠ ପଢ଼ିବାକୁ ଯାଇ ୟୁକ୍ରେନ୍‌ରେ ଅଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର ସୁପ୍ରିତ ସ୍ୱାଇଁ। ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଚିନ୍ତିତ ଅଛନ୍ତି ସୁପ୍ରିତଙ୍କ ପରିବାର। ଏନେଇ ପରିବାର ଲୋକ ସୁପ୍ରିତଙ୍କ ସହିତ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି, ଏଠି ସବୁ କିଛି ଠିକ୍‌ ଅଛି। ୨୭ ପରେ ଟାର୍ଟାର୍ଡ ଫ୍ଲାଇଟ୍‌ରେ ଭାରତ ଫେରିବୁ।

ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁ ଓ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ଏକମାତ୍ର ପୁଅ ହେଉଛନ୍ତି ସୁପ୍ରିତ। ତିନିମାସ ତଳେ ସେ ଏମ୍‌ବିବିଏସ୍‌ ପାଠ ପଢିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ୨୦ବର୍ଷୀୟ ସୁପ୍ରିତ ବିନିସ୍ତାର ନ୍ୟାସନାଲ୍‌ ମେଡିକାଲ୍‌ ୟୁନିଭର୍ସିଟିରେ ଏବେ ପାଠ ପଢୁଛନ୍ତି। ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ପରେ ତାଙ୍କ ମା’ ସନ୍ଧ୍ୟାରାଣୀ ଚିନ୍ତିତ ହୋଇପଡ଼ିଥିଲେ। ପୁଅ ସେଠାରେ କେମିତି ଅଛି, ତାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ।

ଆଜି ସକାଳେ ସନ୍ଧ୍ୟାରାଣୀ ପାଖକୁ ଭିଡିଓ କଲ୍‌ କରିଥିଲେ। ସୁପ୍ରିତ ଫୋନ୍‌ ରିସିଭ୍‌ ତାଙ୍କ ମାଆଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା ବେଳେ ସୁପ୍ରିତ କହିଛନ୍ତି, କଲେଜ ପକ୍ଷରୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଆମେ ଲଗେଜ୍‌ ବାନ୍ଧି ବସିଛୁ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ୨୭ ତାରିଖ ପରେ ଚାର୍ଟାର୍ଡ ଫ୍ଲାଇଟ୍‌ରେ ଭାରତ ଆସିବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।

ସୁପ୍ରିତ ଆହୁରି କହିଛନ୍ତି, ଭିନିସ୍ତାରେ ସବୁ କିଛି ନର୍ମାଲ ରହିଛି। ଅଫିସ୍‌, ମାର୍କେଟ ଓ କଲେଜ ଖୋଲା ରହିଛି। ଆମର ମଧ୍ୟ କ୍ଲାସ୍‌ ହେଉଛି। ଲମ୍ୱିଫା, ଖାର୍କିବ୍‌, ଭିନିସିଆ ଯୁଦ୍ଧ ହେଉଛି। କିନ୍ତୁ ବିନିସ୍ତାରେ କିଛି ହୋଇନି। ତଥାପି ଆଜି ସକାଳେ ଦୁଇ ଥର ସାଇରନ୍‌ ବାଜିଛି ବୋଲି ସୁପ୍ରିତ କହିଛନ୍ତି।

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ୍‌ର ସବୁ ସହରରେ ସତର୍କ ସୂଚନା ଜାରି କରାଯାଇଛି। ଏପରି ସ୍ଥିତିରେ ୟୁକ୍ରେନ୍‌ରେ ମେଡିକାଲ୍‌ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏପରିକି ସ୍ୱତନ୍ତ୍ର ହେଲ୍‌ପଲାଇନ୍‌ ନମ୍ୱର ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story