ଲୋମ ଟାଙ୍କୁରା ଅନୁଭୂତି ବଖାଣିଲେ ଓଡ଼ିଆ ନାବିକ, ମଦ ପିଇ ଗଛ ଡାଳକୁ ପାଣିରେ ବୁଡ଼ାଇ ପିଟୁଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ବଖାଣିଛନ୍ତି ତାଙ୍କ ଭୟଙ୍କର ଅନୁଭୂତି। ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ସେଠାରୁ ଆସିବା ପରେ ତାଙ୍କୁ  ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି। ସେଠାରେ ତାଙ୍କୁ ପଣବନ୍ଦୀ କରି ରଖିଥିବା ଜଳଦସ୍ୟୁମାନେ କିଭଳି ନିର୍ଯାତନା ଦେଉଥିଲେ ସେସବୁ ବଖାଣିଛନ୍ତି। ୭୦ ଦିନ ଧରି ସେ ଜଳଦଶ୍ୟୁଙ୍କ କବଳରେ ଥିଲେ। ସେ ସମୟରେ  ଅତି କଷ୍ଟକର ଥିଲା। […]

tip

tip

Tapas Behera
  • Published: Wednesday, 03 July 2019
  • Updated: 03 July 2019, 07:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ବଖାଣିଛନ୍ତି ତାଙ୍କ ଭୟଙ୍କର ଅନୁଭୂତି। ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ସେଠାରୁ ଆସିବା ପରେ ତାଙ୍କୁ  ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି। ସେଠାରେ ତାଙ୍କୁ ପଣବନ୍ଦୀ କରି ରଖିଥିବା ଜଳଦସ୍ୟୁମାନେ କିଭଳି ନିର୍ଯାତନା ଦେଉଥିଲେ ସେସବୁ ବଖାଣିଛନ୍ତି। ୭୦ ଦିନ ଧରି ସେ ଜଳଦଶ୍ୟୁଙ୍କ କବଳରେ ଥିଲେ। ସେ ସମୟରେ  ଅତି କଷ୍ଟକର ଥିଲା। ସେ କହିଛନ୍ତି ଯେ, ଶାରିରୀକ ଓ ମାନସିକ ନିର୍ଯାତନା ଏତେ ଅସହ୍ୟ ଓ କ୍ରୁର ଥିଲା ଯେ, ତାହା ବଖାଣି ହେବନି। ବେଳେ ବେଳେ ଲାଗୁଥିଲା କି ସେମାନେ ଆମକୁ ମାରିଦେଇଛନ୍ତି।

ସୌଭାଗ୍ୟ ବସତଃ ଆମେ ରକ୍ଷା ପାଇଯାଇଛୁ। ହେଲେ ସେ ସମୟୟରେ ହୋଇଥିବା ନିର୍ଯାତନାର ଯନ୍ତ୍ରଣାର କ୍ଷତ ଏବେ ବି ମୋ ଦେହରେ ରହିଛି। ଆଉ ସେହି ଭୟଙ୍କର ସ୍କୃତିକୁ ଭୁଲି ବି ହେବନି। ଖାଇବାକୁ କିଛି ନଥିଲା। ପିଇବାକୁ ଆମେ ସମୁଦ୍ର ପାଣି ପିଉଥିଲୁ। ଖାଇବାକୁ ଆମକୁ ସେମାନେ ଗୋଟିଏ ପାତ୍ରରେ ୫ ଜଣଙ୍କ ପାଇଁ ମ୍ୟାଗି ଦେଉଥିଲେ।

ଆମେ ଜାହାଜ ଭିତରେ ଲୁଚିଥିଲୁ।  ସେମାନେ ଆମକୁ ଅପହରଣ କରିନେଇଗଲେ ଓ ଜଙ୍ଗଲରେ ରଖିଥିଲେ। ତା’ରି ଭିତରେ ୫ରୁ ୬ ଦିନ ବ୍ୟବଧାନରେ ସ୍ଥାନ ପରିବର୍ତ୍ତନ କରୁଥିଲେ। ସେମାନେ ଆମକୁ ଜଣକୁ ଜଣକୁ ଡାକି ମାରପିଟ କରିନ୍ତି। ସବୁବେଳେ ନିଶାରେ ଥାନ୍ତି। ବନ୍ଧୁକ ମୁନରେ ବାଡ଼ଉଥିଲେ। ନହେଲେ ଗଛ ଡାଳକୁ ପାଣିରେ ବୁଡ଼ାଇ ପିଟୁଥିଲେ। ଯଦି ଆମେ ପାଟି କରୁଥିଲୁ  ତେବେ ଅଧିକ ମାଡ଼ ମାରୁଥିଲେ। ଆମେ କେବଳ ଭଗବାନକୁ ହିଁ ଡାକୁଥିଲୁ। ଶେଷରେ ୭୦ ଦିନ ଭିତରେ ଆମେ ମୁକୁଳିଲୁ।

ଏପ୍ରିଲ ୧୯ରେ ୪ ଭାରତୀୟଙ୍କୁ ନାଇଜେରୀୟ ଜଳଦସ୍ୟୁ ଅପହରଣ କରି ପଣବନ୍ଦୀ କରି ରଖିଥିଲେ। ପ୍ରାୟ ୭ ମାସ ପରେ ଭାରତକୁ ଫେରିଛନ୍ତି ସୁଦୀପ।

https://youtu.be/vToAAXUhmvU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story