ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ । ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ରୋନିତ୍ । ଏହାପରେ ସେନାବାହିନୀରେ କ୍ୟାରିୟର କରିବାକୁ କୋହ୍ଲାପୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ । ରୋନିତ୍‌ଙ୍କ ବାପା ରଶ୍ମିରଞ୍ଜନ […]

Ronit Ranjan Nayak

Ronit Ranjan Nayak

Niharika Rout
  • Published: Wednesday, 10 March 2021
  • Updated: 15 March 2021, 11:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ ।

ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ରୋନିତ୍ । ଏହାପରେ ସେନାବାହିନୀରେ କ୍ୟାରିୟର କରିବାକୁ କୋହ୍ଲାପୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ ।

ରୋନିତ୍‌ଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନ୍ଏସ୍ ହଂସରେ ମାଷ୍ଟର ଚିଫ୍ ପେଟି ଅଫିସର ଅଛନ୍ତି । ତେବେ ନିଜର ଏହି ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ, ବାପା-ମା ଏବଂ ନିଜ ପ୍ରଶିକ୍ଷକଗଣଙ୍କୁ ଶ୍ରେୟ ଦେବା ସହ ଆଗକୁ ଏଭିଏସନ୍ ଓ୍ୱିଙ୍ଗରେ ଜଏନ୍ କରି ଫାଇଟର ପାଇଲଟ୍ ହେବାର ରଖିଥିବା କହିଛନ୍ତି ରୋନିତ୍ ।

ମୁଁ କେବେ ବି ପ୍ରଥମ ହେବି ବୋଲି ଆଶା କରି ନ ଥିଲି। ହେଲେ ବହୁ ପରିଶ୍ରମ ପରେ ଏହି ସଫଳତା ପାଇଛି। ବହୁତ ପଢ଼ିବାକୁ ପଡ଼ିଛି। ଟାଇମ୍‌ ଟେବୁଲ ଫଲୋ କରିବାରୁ ସଫଳତା ପାଇପାରିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story