ଅଶାନ୍ତ ଦାର୍ଜିଲିଂରେ ଫସି ରହିଛନ୍ତି ଓଡ଼ିଆ ପର୍ଯ୍ୟଟକ

ଦାର୍ଜିଲିଂ: ଦାର୍ଜିଲିଂରେ ଅଶାନ୍ତି ଏବଂ ହିଂସାକାଣ୍ଡ ଯୋଗୁଁ ବହୁ ଓଡ଼ିଆ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ସହରରେ ଗତକାଲି ଅପରାହ୍ନରୁ ୧୪୪ ଧାରା ଜାରି ରହିଛି। ଫଳରେ ଦୋକାନ ବଜାର ଏବଂ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ହୋଟେଲ ବାହାରକୁ ବାହାରି ପାରୁ ନାହାନ୍ତି ପର୍ଯ୍ୟଟକ। ପଶ୍ଚିମବଙ୍ଗ ସରକାରଙ୍କ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତିର ବିରୋଧ ଏବଂ ଗୋର୍ଖାଲାଣ୍ଡ ଦାବିରେ ଗୋର୍ଖା ଜନମୁକ୍ତି ମୋର୍ଚା ଗତକାଲି ଦାର୍ଜିଲିଂରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାସହ ବ୍ୟାପକ […]

darjali

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 11:37 AM IST

ଦାର୍ଜିଲିଂ: ଦାର୍ଜିଲିଂରେ ଅଶାନ୍ତି ଏବଂ ହିଂସାକାଣ୍ଡ ଯୋଗୁଁ ବହୁ ଓଡ଼ିଆ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ସହରରେ ଗତକାଲି ଅପରାହ୍ନରୁ ୧୪୪ ଧାରା ଜାରି ରହିଛି। ଫଳରେ ଦୋକାନ ବଜାର ଏବଂ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ହୋଟେଲ ବାହାରକୁ ବାହାରି ପାରୁ ନାହାନ୍ତି ପର୍ଯ୍ୟଟକ।

ପଶ୍ଚିମବଙ୍ଗ ସରକାରଙ୍କ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତିର ବିରୋଧ ଏବଂ ଗୋର୍ଖାଲାଣ୍ଡ ଦାବିରେ ଗୋର୍ଖା ଜନମୁକ୍ତି ମୋର୍ଚା ଗତକାଲି ଦାର୍ଜିଲିଂରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାସହ ବ୍ୟାପକ ପୋଡ଼ାଜଳା ଏବଂ ହିଂସାକାଣ୍ଡ ଘଟିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।  ସହରରେ ବ୍ୟାପକ ପୋଲିସ ଛାଉଣୀ ହୋଇଥିବା ବେଳେ ସେନାକୁ ମଧ୍ୟ ନିୟୋଜିତ କରାଯାଇଛି।

 

Related story