ମିସେସ୍‌ କ୍ୱିନ୍‌ ୟୁନିଭର୍ସ ଟାଇଟଲ୍‌ ଜିତିଲେ ଓଡ଼ିଆ ବୋହୂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆୟୋଜିତ ହୋଇଥିବା ‘ମିସେସ୍‌ କ୍ୱିନ୍‌ ୟୁନିଭର୍ସ’ ଟାଇଟଲ୍‌ ହାତେଇଛନ୍ତି ଓଡ଼ିଆ ବୋହୂ ପ୍ରତିମା ପଣ୍ଡା। ସେ ଭୁବନେଶ୍ୱରରେ ରହନ୍ତି। ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ମିସେସ୍‌ ଇଣ୍ଡିଆ ହୋମ୍‌ ମେକର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟାଇଟଲ୍ ଜିତିବା ପରେ ପ୍ରତିମା ପଣ୍ଡା କହିଛନ୍ତି,“ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ରହିଛି। ଏଥିସହ ଏକ […]

bbsr

bbsr

Jyoshna Pradhan
  • Published: Sunday, 23 June 2019
  • Updated: 23 June 2019, 10:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଆୟୋଜିତ ହୋଇଥିବା ‘ମିସେସ୍‌ କ୍ୱିନ୍‌ ୟୁନିଭର୍ସ’ ଟାଇଟଲ୍‌ ହାତେଇଛନ୍ତି ଓଡ଼ିଆ ବୋହୂ ପ୍ରତିମା ପଣ୍ଡା। ସେ ଭୁବନେଶ୍ୱରରେ ରହନ୍ତି।bbsr

ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ମିସେସ୍‌ ଇଣ୍ଡିଆ ହୋମ୍‌ ମେକର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଟାଇଟଲ୍ ଜିତିବା ପରେ ପ୍ରତିମା ପଣ୍ଡା କହିଛନ୍ତି,“ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ରହିଛି। ଏଥିସହ ଏକ ମଡେଲ୍‌ ସ୍କୁଲ ଖୋଲିବାକୁ ମଧ୍ୟ ଇଛା ରଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story