ଗୁଜରାଟରେ ଫସିଛନ୍ତି ମାନସିକ ବିକାର ଗସ୍ତ ଓଡ଼ିଆ ଯୁବକ

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଗୁଜରାଟରେ ଫସିଛନ୍ତି ଜଣେ ମାନସିକ ବିକାର ଗସ୍ତ ଓଡ଼ିଆ ଯୁବକ। ସେ ଘରକୁ ଫେରିବା ପାଇଁ ଚାହୁଁଛନ୍ତି। ମାତ୍ର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ଘରକୁ ଫେରି ପାରୁନାହାନ୍ତି। ତାଙ୍କୁ ଫେରାଇ ନେବାକୁ ଗୁଜରାଟର ଜଣେ ବିରିୟାନୀ ବେପାରୀ ସୋଶାଲ୍‌ ମିଡିଆରେ ଆକୁଳ ନିବେଦନ କରିଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୂରା ଘଟଣାଟି ଏମିତି। ଗୁଜରାଟର ବଲସାର ଜିଲ୍ଲା ଉଜୱାଡା ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ […]

Kalahindi

Kalahindi

Manoranjan Sial
  • Published: Wednesday, 06 October 2021
  • Updated: 06 October 2021, 06:05 PM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଗୁଜରାଟରେ ଫସିଛନ୍ତି ଜଣେ ମାନସିକ ବିକାର ଗସ୍ତ ଓଡ଼ିଆ ଯୁବକ। ସେ ଘରକୁ ଫେରିବା ପାଇଁ ଚାହୁଁଛନ୍ତି। ମାତ୍ର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ଘରକୁ ଫେରି ପାରୁନାହାନ୍ତି। ତାଙ୍କୁ ଫେରାଇ ନେବାକୁ ଗୁଜରାଟର ଜଣେ ବିରିୟାନୀ ବେପାରୀ ସୋଶାଲ୍‌ ମିଡିଆରେ ଆକୁଳ ନିବେଦନ କରିଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ପୂରା ଘଟଣାଟି ଏମିତି। ଗୁଜରାଟର ବଲସାର ଜିଲ୍ଲା ଉଜୱାଡା ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୁଲୁଥିଲେ। ସେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେଉଥିଲେ। ନାଁ ପୁରନ ଯାଦବ ବୋଲି କହିଥିଲେ। ଘର ତାଙ୍କର କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଶିବ ମନ୍ଦିର ନିକଟରେ ଏବଂ ପିତାଙ୍କ ନାଁ ତୁଳସୀ ଓ ଭାଇ ପୀତାମ୍ୱର ଯାଦବ ବୋଲି ପରିଚୟ ଦେଇଥିଲେ। କିନ୍ତୁ ସେ ଘରକୁ ଫେରୁପାରୁ ନଥିଲେ।

ଆଜକୁ ତିନି ଦିନ ତଳେ ବିରିୟାନୀ ଖାଇବା ପାଇଁ ଦୋକାନୀଙ୍କୁ ମାଗିଥିଲେ ପୁରନ। ବିରିୟାନୀ ଦୋକାନୀ ମାଲିକ ହଲିମ୍‌ ଖାନ ତାଙ୍କୁ ଖାଇବାକୁ ଦେଇଥିଲେ। ଖାଇବା ସମୟରେ ତାଙ୍କର ପରିଚୟ ପଚାରିଥିଲେ। ନିଜର ମାନସିକ ସନ୍ତୁଳନ ହରାଇଥିବାରୁ ସେ ଠିକ୍‌ ଭାବେ କଥା ହୋଇପାରୁ ନଥିଲେ। ବାସ୍‌ ଖାଲି କହୁଥିଲେ ଘରକୁ ଫେରିବି। ପାଖରେ ଅର୍ଥ ନଥିବାରୁ ଘରକୁ ଫେରି ପାରୁନାହିଁ ବୋଲି ପୁରନ୍‌ କରୁଥିଲେ। ଯାହା ହଲିମ୍‌ ଖାନ୍‌ଙ୍କୁ ବିଚଳିତ କରିଥିଲା।

ପୁରନଙ୍କୁ ଘରକୁ ପଠାଇବା ପାଇଁ ହଲିମ୍‌ ଖାନ୍‌ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ସେ ପୁରନଙ୍କ ସହ ଅଛନ୍ତି। ଆଉ ପୂରା ଘଟଣା ବର୍ଣ୍ଣନା କରୁଛନ୍ତି। ପୁରନଙ୍କୁ ଘରକୁ ଫେରାଇ ଆଣିବାକୁ ପାଇଁ ସେ ନିବେଦନ କରୁଛନ୍ତି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେହି ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story