+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘୋଷଣା ହେଲେ +୨ ଅପ୍ସନାଲ୍‌ ପରୀକ୍ଷା ପାଇଁ ତାରିଖ। ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍‌ସନାଲ ପରୀକ୍ଷା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE। ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ […]

exam

exam

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 08:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘୋଷଣା ହେଲେ +୨ ଅପ୍ସନାଲ୍‌ ପରୀକ୍ଷା ପାଇଁ ତାରିଖ। ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍‌ସନାଲ ପରୀକ୍ଷା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE।

ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଏବଂ ୭ ତାରିଖରେ ତର୍କଶାସ୍ତ୍ର, ଭୂଗୋଳ ପରୀକ୍ଷା ହେବ। ତେବେ କୋଭିଡ୍‌ ଗାଇଡ଼ଲାଇନ ମାନି ପରୀକ୍ଷା ଦେବାକୁ CHSE ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story