ଅଚଳ ହୋଇଗଲା ବିଧାନସଭା ଲିଫ୍ଟ: ଅଧାବାଟରେ ଅଟକି ରହିଲେ କର୍ମଚାରୀ

ଭୁବନେଶ୍ୱର: ବିଧାନସଭାରେ ଲିଫ୍ଟ ଅଚଳ। ଘଣ୍ଟାଏ ଧରି ଫସି ରହିଲେ କର୍ମଚାରୀ। ଆଜି ଅପରାହ୍ନ ପ୍ରାୟ ୫ଟାବେଳେ ଘଟିଛି ଏହି ଦୁର୍ଘଟଣା। ଦେବାଶିଷ ପ୍ରଧାନ ନାମକ ଜଣେ କର୍ମଚାରୀ ପ୍ରଥମ ମହଲାରେ ଫସି ରହିଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦେବାଶିଷଙ୍କୁ ଉଦ୍ଧାର କରିଥିଲେ।

assembly

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 11:19 PM IST

Related story