ସୁପର ସେଭନ କ୍ରିକେଟ ଚାମ୍ପିଅନସିପ: ଓଡ଼ିଶା ଚାମ୍ପିୟନ

୧୬ତମ ସିନିୟର ଜାତୀୟ ସୁପର ସେଭନ କ୍ରିକେଟ ଚାମ୍ପିୟନସିପର ପୁରୁଷ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଛି। ରନର୍ସ ଅପ୍ ହୋଇଛି ଓଡ଼ିଶା ପୋଲିସ। ମହିଳାରେ ଦିଲ୍ଲୀ ଚାମ୍ପିୟନ ହୋଇଥିବା ବେଳେ ଉତ୍ତର ପ୍ରଦେଶ ହୋଇଛି ରନର୍ସ ଅପ୍। ପୁରୀର ତାଳବଣିଆ ଖେଳପଡିଆରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ରାଜ୍ୟରୁ ୩୧ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଷ୍ଟେଟ ସୁପର ସେଭନ କ୍ରିକେଟ ଆସୋସିଏସନ ପକ୍ଷରୁ ଏହା ଆୟୋଜନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୭ ଓଭର ବିଶିଷ୍ଟ ଖେଳାଯାଇଥିବାରୁ […]

s7

s7

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 08:53 PM IST

Sports

Latest News

୧୬ତମ ସିନିୟର ଜାତୀୟ ସୁପର ସେଭନ କ୍ରିକେଟ ଚାମ୍ପିୟନସିପର ପୁରୁଷ ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଛି। ରନର୍ସ ଅପ୍ ହୋଇଛି ଓଡ଼ିଶା ପୋଲିସ। ମହିଳାରେ ଦିଲ୍ଲୀ ଚାମ୍ପିୟନ ହୋଇଥିବା ବେଳେ ଉତ୍ତର ପ୍ରଦେଶ ହୋଇଛି ରନର୍ସ ଅପ୍। ପୁରୀର ତାଳବଣିଆ ଖେଳପଡିଆରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ରାଜ୍ୟରୁ ୩୧ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଷ୍ଟେଟ ସୁପର ସେଭନ କ୍ରିକେଟ ଆସୋସିଏସନ ପକ୍ଷରୁ ଏହା ଆୟୋଜନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ୭ ଓଭର ବିଶିଷ୍ଟ ଖେଳାଯାଇଥିବାରୁ ସବୁ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story