ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ ମିଟ୍‌, ହେବ କି ନୂଆ ଘୋଷଣା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ସାଢ଼େ ୪ଟାରେ  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସମିଟ କାର୍ଯ୍ୟକ୍ରମ ରହିଛି।   ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ନୂତନ ବିଏମ୍‌ସି କମିଶନର, NHM  ନିର୍ଦ୍ଦେଶିକା ବି ଉପସ୍ଥିତ ରହିବେ । କରୋନା ଦ୍ୱିତୀୟ ଲହର କୋପ ଥମିବା ନାଁ ଧରୁ ନ ଥିବା ବେଳେ ଏଥିରେ ବ୍ରେକ୍‌ ଲଗାଇବାକୁ ଏହି ପ୍ରେସମିଟ୍‌ରେ  ଆଉ କିଛି ନୂଆ ଘୋଷଣା ହୋଇପାରେ ବୋଲି ହେବ ବୋଲି ଚର୍ଚ୍ଚା ଜୋର ଧରିଛି । […]

Suresh Chandra Mohapatra

Suresh Chandra Mohapatra

Niharika Rout
  • Published: Saturday, 15 May 2021
  • Updated: 15 May 2021, 12:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ସାଢ଼େ ୪ଟାରେ  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସମିଟ କାର୍ଯ୍ୟକ୍ରମ ରହିଛି।   ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ନୂତନ ବିଏମ୍‌ସି କମିଶନର, NHM  ନିର୍ଦ୍ଦେଶିକା ବି ଉପସ୍ଥିତ ରହିବେ । କରୋନା ଦ୍ୱିତୀୟ ଲହର କୋପ ଥମିବା ନାଁ ଧରୁ ନ ଥିବା ବେଳେ ଏଥିରେ ବ୍ରେକ୍‌ ଲଗାଇବାକୁ ଏହି ପ୍ରେସମିଟ୍‌ରେ  ଆଉ କିଛି ନୂଆ ଘୋଷଣା ହୋଇପାରେ ବୋଲି ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ହେବ ଲକ୍‌ଡାଉନ୍‌ କଟକଣା ଜାରି ହୋଇଥିବା ସତ୍ତ୍ୱେ  କରୋନା ଗ୍ରାଫ ତଳମୁହାଁ ହେବା ନାଁ ଧରୁନି। ଏବେ ବି ରାଜ୍ୟରେ ପ୍ରତିଦିନ ୧୧ ହଜାର, ୧୨ ହଜାର ଟ୍ରେଣ୍ଡ ଚାଲିଛି। ଏପରି ସମୟରେ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲା। କେବଳ ଏହି ଜିଲ୍ଲାରୁ ପ୍ରତିଦିନ ୧୨୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ସଂଖ୍ୟା ୧୪ଶହ ପାର୍‌ କରି ସାରିଛି।   ଆସନ୍ତା ୧୯ ତାରିଖ ଯାଏ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ସରକାର କ’ଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ଆଖି।

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ତାହା ଫଳପ୍ରଦ ହୋଇଥିବା ପରି ମନେ ହେଉ ନାହିଁ।  ଏହି ସମୟରେ ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଉଛି। କେବଳ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ କିଣିବାକୁ କଟକଣା କୋହଳ କରାଯାଉଛି। ହେଲେ ଏହାର ସୁଯୋଗ ନେଇ ବହୁ ଅମାନିଆ ଘୁରି ବୁଲୁଥିବା ଅଭିଯୋଗ ହେଉଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟ ଶାସନ ସଚିବଙ୍କ ଆଜିର ପ୍ରେସମିଟ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଅପରପକ୍ଷେ କରୋନା ସ୍ଥିତି ଉପରେ ଆଲୋଚନା ନିମନ୍ତେ ଆସନ୍ତା ୧୭ ତାରିଖରେ ଆୟୋଜିତ ହେବ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା ଏହି ଭର୍ଚୁଆଲ ବୈଠକରେ ଯୋଗ ଦେବେ। ତେଣୁ ଉକ୍ତ ବୈଠକରେ ଲକ୍‌ଡାଉନ୍‌ କଟକଣାକୁ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story