ଓଏଏସ୍ ପ୍ରିଲିମିନାରୀ : ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ସିଭିଲ ସର୍ଭିସ(ଓଏଏସ) ପ୍ରିଲିମିନାରୀ-୨୦୨୧ ପରୀକ୍ଷାରେ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୧ ମସିହା ଓଏଏସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାରେ ୧୭୪୯ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮୦୨ଜଣ(୯୪୪ଜଣ ମହିଳା) ଅଣସଂରକ୍ଷିତବର୍ଗର, ଓବିସି ବର୍ଗର ୪୭୫ଜଣ(୧୪୪ଜଣ ମହିଳା), ୮୭୭ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜାତି ଓ ୧୧୪୨ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜନଜାତି ବର୍ଗର […]

OPSC

OPSC

Ordigital Desk
  • Published: Thursday, 08 December 2022
  • Updated: 08 December 2022, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ସିଭିଲ ସର୍ଭିସ(ଓଏଏସ) ପ୍ରିଲିମିନାରୀ-୨୦୨୧ ପରୀକ୍ଷାରେ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୧ ମସିହା ଓଏଏସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାରେ ୧୭୪୯ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮୦୨ଜଣ(୯୪୪ଜଣ ମହିଳା) ଅଣସଂରକ୍ଷିତବର୍ଗର, ଓବିସି ବର୍ଗର ୪୭୫ଜଣ(୧୪୪ଜଣ ମହିଳା), ୮୭୭ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜାତି ଓ ୧୧୪୨ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜନଜାତି ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି ।

୨୦୨୧ ମସିହା ପାଇଁ ମୋଟ ୪୩୩ଟି ଓଏଏସ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପଦବୀ ନିମନ୍ତେ ମୋଟ ୫୮୨୪୧(୨୦୯୩୦ଜଣ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଓ ସେମାନଙ୍କ ମଧ୍ୟରୁ ୨୦୨୨ ଅକ୍ଟୋବର ୧୬ତାରିଖରେ ମୋଟ ୨୯୨୯୫ଜଣ(୧୦୨୮୪ଜଣ) ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ଆସନ୍ତା ଫେବୃୟାରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ଉପଲବ୍ଧ ଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story