ମମତାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ମମତାଙ୍କୁ ଫୋନ୍ କରିଥିଲେ ନବୀନ। ୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍‌ସି ୨୧୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ମୋଦି-ଶାହଙ୍କ ଜୋରସୋର ପ୍ରଚାର ସତ୍ତ୍ୱେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ଏଠାରୁ ୧୮ଟି […]

Mamata Banerjee & Naveen Patnaik

Mamata Banerjee & Naveen Patnaik

Niharika Rout
  • Published: Monday, 03 May 2021
  • Updated: 03 May 2021, 12:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ମମତାଙ୍କୁ ଫୋନ୍ କରିଥିଲେ ନବୀନ।

୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍‌ସି ୨୧୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ମୋଦି-ଶାହଙ୍କ ଜୋରସୋର ପ୍ରଚାର ସତ୍ତ୍ୱେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ଏଠାରୁ ୧୮ଟି ସିଟ୍ ଜିତିଥିଲେ ମଧ୍ୟ ଏଇ ବିଧାନସଭା ନିର୍ବାଚନରେ ସେହି ସଫଳତାକୁ ଦୋହରାଇ ପାରିନାହାନ୍ତି ଶାହା-ମୋଦି ଯୋଡ଼ି। ତେବେ ଦଳ ମମତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି।

ମମତା ଏଥର ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରି ପ୍ରାର୍ଥୀ ହୋଇଥିଲେ। ଏଥର ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ଥିଲେ ଓ ମମତାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ।

ଗତକାଲି ଗଣତି ପ୍ରାରମ୍ଭରୁ ମମତା ପଛରେ ଥିଲେ। ପରେ ଆଗୁଆ ରହିଥିଲେ। ସନ୍ଧ୍ୟା ବେଳକୁ ମମତା ଜିତିଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିବା ନେଇ ଖବର ଆସିଥିଲା।

ଅନ୍ୟପକ୍ଷରେ ନନ୍ଦିଗ୍ରାମର ଫଳାଫଳ ବିରୋଧରେ ମମତା କୋର୍ଟ ଯିବେ ବୋଲି କହିଛନ୍ତି। ଗଣତିରେ ଗଡ଼ବଡ଼ କରାଯାଇଥିବାରୁ ସେ ହାରିଥିବା ଅଭିଯୋଗ କରିଛନ୍ତି। ପୁନଃଗଣତି ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ନିର୍ବାଚନ କମିଶନ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ମମତା କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story