ଦାନ୍ତ ଫିଲିଂ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ଆଜି ନିଜ ଦାନ୍ତର ଚିକିତ୍ସା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଅଧ ଘଣ୍ଟା କାଳ ସେ ସେଠାରେ ରହିଥିଲେ। ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍‌ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ କହିଛନ୍ତି,“ ଡିସେମ୍ବର ମାସରେ ଉପର ଦାନ୍ତରେ ରୁଟ୍ କେନାଲ ହୋଇଥିଲା। ଆଜି ଫିଲିଂ କରାଗଲା। ଏଥିପାଇଁ ଅଧଘଣ୍ଟା ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନରମାଲ ଖାଦ୍ୟ ଖାଇବାକୁ କୁହାଯାଇଛି। […]

cm1

cm1

Jitendra Garnayak
  • Published: Wednesday, 05 June 2019
  • Updated: 05 June 2019, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ଆଜି ନିଜ ଦାନ୍ତର ଚିକିତ୍ସା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଅଧ ଘଣ୍ଟା କାଳ ସେ ସେଠାରେ ରହିଥିଲେ।

ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍‌ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା।

କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ କହିଛନ୍ତି,“ ଡିସେମ୍ବର ମାସରେ ଉପର ଦାନ୍ତରେ ରୁଟ୍ କେନାଲ ହୋଇଥିଲା। ଆଜି ଫିଲିଂ କରାଗଲା। ଏଥିପାଇଁ ଅଧଘଣ୍ଟା ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନରମାଲ ଖାଦ୍ୟ ଖାଇବାକୁ କୁହାଯାଇଛି। କିଛି ମେଡିସିନ୍‌ ଦିଆଯାଇ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos