ବିଜେପିକୁ ଦାୟୀ କଲେ ପିସିସି ସଭାପତି

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଗତକାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ପିସିସି ସଭାପତିଙ୍କ ଡ୍ରାଇଭର ଓ ପିଏସଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ଆକ୍ରମଣକାରୀମାନେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଜାଣିବା ପରେ ସେ ଚକିତ ବୋଲି  କହିଛନ୍ତି  । ଟ୍ୱିଟ୍‌ କରି ନିରଞ୍ଜନ କହିଛନ୍ତି, ଏହା ବିଜେପିର […]

pcc

pcc

Tapas Behera
  • Published: Monday, 18 January 2021
  • Updated: 18 January 2021, 05:31 PM IST

Sports

Latest News

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଗତକାଲି ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ପିସିସି ସଭାପତିଙ୍କ ଡ୍ରାଇଭର ଓ ପିଏସଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ଆକ୍ରମଣକାରୀମାନେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଜାଣିବା ପରେ ସେ ଚକିତ ବୋଲି  କହିଛନ୍ତି  ।

ଟ୍ୱିଟ୍‌ କରି ନିରଞ୍ଜନ କହିଛନ୍ତି, ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର  ପ୍ରତିଫଳନ। କଂଗ୍ରେସ ରାଜ୍ୟରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଉଠାଇ ଚାଲିଛି। ବିଜେପିର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ବିଜେପି ପାଇଁ  କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ କରାଯାଇଛି।  ବିଜେପିକୁ ଆକ୍ଷେପ କରିଥିବାରୁ ନିରଂଜନଙ୍କୁ  ସମାଲୋଚନା  କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ପରୀ ଘଟଣା ପରି ସବୁ ଘଟଣାରେ ମତ ବଦଳାଇବାର ଅଭ୍ୟାସ  କଂଗ୍ରେସର ଅଛି । ଅଟକ ଥିବା ବ୍ୟକ୍ତି ଜଣକ ଆଜିର ଦିନରେ ବିଜେପିରେ ନାହାନ୍ତି । କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ନିରଞ୍ଜନ  ପଟ୍ଟନାୟକ ଏମିତି କହୁଛନ୍ତି । ସେହିପରି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେପି ହିଂସାକାଣ୍ଡରେ ବିଶ୍ୱାସ  କରେନି  । ବିଜେପି ସହିତ ନିଷ୍ଠାର ସହ ଜଡିତ କୌଣସି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story