ପରାଜୟ ସ୍ୱୀକାର କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଫଳାଫଳ ଆସିବା ପରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ପରାଜୟ ସ୍ୱୀକାର କରିବା ସହ କହିଛନ୍ତି, “ଜନାଦେଶକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ। ତେଣୁ କଂଗ୍ରେସ ମଧ୍ୟ ଏହାକୁ ଗ୍ରହଣ କରୁଛି। ନରସିଂହ କ’ଣ କହୁଛନ୍ତି, ଦେଖନ୍ତୁ ଏହି ଭିଡିଓ।