ପରାଜୟ ସ୍ୱୀକାର କଲା କଂଗ୍ରେସ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଫଳାଫଳ ଆସିବା ପରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ପରାଜୟ ସ୍ୱୀକାର କରିବା ସହ କହିଛନ୍ତି, &ldquo;ଜନାଦେଶକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ। ତେଣୁ କଂଗ୍ରେସ ମଧ୍ୟ ଏହାକୁ ଗ୍ରହଣ କରୁଛି। ନରସିଂହ କ&rsquo;ଣ କହୁଛନ୍ତି, ଦେଖନ୍ତୁ ଏହି ଭିଡିଓ।</p>

Ordigital Desk
  • Published: Wednesday, 28 February 2018
  • Updated: 28 February 2018, 06:00 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଫଳାଫଳ ଆସିବା ପରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ପରାଜୟ ସ୍ୱୀକାର କରିବା ସହ କହିଛନ୍ତି, &ldquo;ଜନାଦେଶକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ। ତେଣୁ କଂଗ୍ରେସ ମଧ୍ୟ ଏହାକୁ ଗ୍ରହଣ କରୁଛି। ନରସିଂହ କ&rsquo;ଣ କହୁଛନ୍ତି, ଦେଖନ୍ତୁ ଏହି ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos