ଏଆଇସିସିର ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୧ ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍‌ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ରାହୁଲଙ୍କ ଭେଟିବା ପରେ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ କେଉଁ ଜିଲ୍ଲାରେ ଦଳର ସଭାପତି କିଏ ରହିବେ ସେ ନେଇ ଘୋଷଣା କରିଛି ଏଆଇସିସି। ଘୋଷଣା ହୋଇଥିବା ତାଲିକାରେ ୧୧ ଟି ଜିଲ୍ଲାର ସଭାପତି ପଦ ଅପରିବର୍ତ୍ତିତ ରଖାଯାଇଛି। ଆଉ ୨୨ଟି ଅଞ୍ଚଳରେ ସଭାପତି ପରିବର୍ତ୍ତନ କରାଯାଇଛି। […]

rahul

rahul

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 10:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍‌ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ରାହୁଲଙ୍କ ଭେଟିବା ପରେ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ କେଉଁ ଜିଲ୍ଲାରେ ଦଳର ସଭାପତି କିଏ ରହିବେ ସେ ନେଇ ଘୋଷଣା କରିଛି ଏଆଇସିସି। ଘୋଷଣା ହୋଇଥିବା ତାଲିକାରେ ୧୧ ଟି ଜିଲ୍ଲାର ସଭାପତି ପଦ ଅପରିବର୍ତ୍ତିତ ରଖାଯାଇଛି। ଆଉ ୨୨ଟି ଅଞ୍ଚଳରେ ସଭାପତି ପରିବର୍ତ୍ତନ କରାଯାଇଛି। ତେବେ କେଉଁ ଜିଲ୍ଲାରେ କିଏ ବଦଳିଲେ ଜାଣନ୍ତୁ ।

ଏଆଇସିସି ଘୋଷଣା କରିଥିବା ଜିଲ୍ଲା କଂଗ୍ରେସ ସଭାପତିଙ୍କ ତାଲିକା

ବରଗଡ଼- ସତ୍ୟଭୂଷଣ ସାହୁ, ଦେବଗଡ଼-ଉମାକାନ୍ତ ସାହୁ

ଅନୁଗୁଳ- ବିପ୍ଳବ ଜେନା, ଢେଙ୍କାନାଳ- ସୁରେଶ ପାଣିଗ୍ରାହୀ

ବଲାଙ୍ଗିର- ଦିଲୀପ ବେହେରା, ସୁବର୍ଣ୍ଣପୁର-ଶଙ୍କର ଦାସ

ମୟୂରଭଞ୍ଜ- ହେମନ୍ତ ଦାସ, ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ

ରାଉରକେଲା-ରବି ରାୟ, ସମ୍ବଲପୁର-ଅଶ୍ୱିନୀ ଗୁରୁ

କେନ୍ଦୁଝର- ମୋହନ ପରିଡ଼ା, ନୟାଗଡ଼-ରଞ୍ଜିତ ଦାସ

ପୁରୀ- ସତ୍ୟବ୍ରତ ପାତ୍ର, ବାଲେଶ୍ୱର-ଶରତ ରାଜ

ଯାଜପୁର- ମନୋଜ ରାଉତ, ଭଦ୍ରକ-ଅଶୋକ ଦାସ

କେନ୍ଦ୍ରାପଡ଼ା- ଚିନ୍ମୟ ବେହୁରା, ଝାରସୁଗୁଡ଼ା-ଗିରିଶ ପଣ୍ଡା

ଖୋର୍ଦ୍ଧା- ସୁରେଶ ରାଉତରାୟ, ଭୁବନେଶ୍ୱର-ମାନସ ଚୌଧୁରୀ

କଟକ ନଗର- ମହମ୍ମଦ ମୋକିମ, କଟକ-ଗୁରୁପଦ ନନ୍ଦ

ମାଲକାନଗିରି- ଗୋବିନ୍ଦ ପାତ୍ର, ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ

ରାୟଗଡ଼ା- ଦୁର୍ଗାପ୍ରସାଦ ପଣ୍ଡା, କଳାହାଣ୍ଡି-ଭାରତ ବେମାଲ

ନୂଆପଡ଼ା- ଘାସିରାମ ମାଝୀ, ଗଜପତି-ବିଭୂତି ପାତ୍ର

କନ୍ଧମାଳ- ବରୁଣ ଭୋଇ, ବୌଦ୍ଧ-ସୁଧୀର ମହାକୁଡ଼

ଗଞ୍ଜାମ- ତ୍ରିନାଥ ବେହେରା, କୋରାପୁଟ-ମିନାକ୍ଷୀ ବାହିନୀପତି

ଜଗତସିଂହପୁର-ନଟବର ବାରିକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story