ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ୱାଗତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତିଦିବସ ଦିନ ତାମିଲ୍ନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିବା ସହ ଏହାର ନେତୃତ୍ୱ ନେଇଥିବା ଏସ୍ ଏସ୍ ପ୍ରକାଶମ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତ ରାଜୀବ […]

p-11

p-11

Tapas Behera
  • Published: Monday, 12 August 2019
  • Updated: 12 August 2019, 06:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତିଦିବସ ଦିନ ତାମିଲ୍ନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ତମ ରାଜୀବ ଜ୍ୟୋତି ସଦ୍ଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିବା ସହ ଏହାର ନେତୃତ୍ୱ ନେଇଥିବା ଏସ୍ ଏସ୍ ପ୍ରକାଶମ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତ ରାଜୀବ ଗାନ୍ଧୀ ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଥିଲେ। ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାଙ୍କ ସ୍ମୃତିକୁ ମନେରଖିବା ପାଇଁ ୨୮ବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେଉଥିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ ଜ୍ୟୋତି ସହ ଆସିଥିବା ଏସ୍ ଏସ୍ ପ୍ରକାଶମ, ଗୋମଥିସନ ଆୟାର,ଦୋରାଇ ଭେଲୁ, ସୁଶିଳା ପ୍ରମୁଖ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଜ୍ୟୋତି ଗତକାଲି ସନ୍ଧ୍ୟାରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିକ ଅହମ୍ମଦ ଖାଁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସତ୍ୟସ୍ମିତ ମହାନ୍ତି, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯାତ୍ରା କଟକ, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମ ବଙ୍ଗ ଅଭିମୁଖେ ଯାତ୍ରା କରିବ ଓ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଆସନ୍ତା ୨୦ ତାରିଖ ଦିନ ନୂଆଦିଲ୍ଲୀ ଠାରେ ସମାପନ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story