ପିପିଲି ପାଇଁ ପ୍ରାର୍ଥୀ ଖୋଜିବା ଆରମ୍ଭ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ପରାଜୟ ପରେ ପିପିଲି ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି କଂଗ୍ରେସ। ସେଥିପାଇଁ ଆଜି କଂଗ୍ରେସ ଭବନରେ ଏକ ବୈଠକ ବସିଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେଇ ଆଲୋଚନା କରିଥିଲେ। ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପିପିଲିରେ ବ୍ଲକ, ଏନଏ‌ସି ଓ ପଞ୍ଚାୟତ କଂଗ୍ରେସ କମିଟି ନାହିଁ। ଆସନ୍ତା ୮ରୁ ୧୦ ଦିନ ଭିତରେ ଏହି କମିଟି ଗଠନ କରିବୁ। ଏହା […]

niranjan

niranjan

Manoranjan Sial
  • Published: Friday, 13 November 2020
  • Updated: 13 November 2020, 04:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ପରାଜୟ ପରେ ପିପିଲି ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି କଂଗ୍ରେସ। ସେଥିପାଇଁ ଆଜି କଂଗ୍ରେସ ଭବନରେ ଏକ ବୈଠକ ବସିଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେଇ ଆଲୋଚନା କରିଥିଲେ।

ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପିପିଲିରେ ବ୍ଲକ, ଏନଏ‌ସି ଓ ପଞ୍ଚାୟତ କଂଗ୍ରେସ କମିଟି ନାହିଁ। ଆସନ୍ତା ୮ରୁ ୧୦ ଦିନ ଭିତରେ ଏହି କମିଟି ଗଠନ କରିବୁ। ଏହା ପରେ ପିସିସି ତରଫରୁ ଏକ କମିଟି ଗଠନ ହେବ। ତା’ ପରେ ପ୍ରାର୍ଥୀ ଚୟନ ନେଇ ପ୍ରସ୍ତୁତି ଆରମ୍ଭ କରାଯିବ। ପିପିଲିରେ ଆମକୁ ନିଶ୍ଚିତ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ବିଧାୟକ ସୁର ରାଉତରାୟ କହିଛନ୍ତି, “ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ ହେବ। ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଶିବାନନ୍ଦ ରାୟ ଓ ବିପିନ ଦାଶ ପ୍ରମୁଖ ଆଠ ଜଣଙ୍କୁ କମିଟି ସଦସ୍ୟ ରଖାଯିବ। ପ୍ରଥମ ସାତ ଦିନରେ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତ କମିଟି ଗଠନ ହେବ। ଏହାପରେ ୨୦ ଦିନ ଭିତରେ ପ୍ରାର୍ଥୀ ଚୟନ ନେଇ କମିଟି ରିପୋର୍ଟ ଦେବ। ପିସିସି ସଭାପତି ଏହାପରେ ପ୍ରାର୍ଥୀ ଚୟନ କରିବେ।”

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଯାଇଛି କଂଗ୍ରେସ। ବାଲେଶ୍ୱର ସଦରରେ କଂଗ୍ରେସ ଅମାନତ ହରାଇଛି। ଏହି ପରିପ୍ରେକ୍ଷୀରେ ପିପିଲିରେ କଣ ଆଶ୍ଚର୍ଯ୍ୟ କରୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story