ବଦଳିବ ଓଡ଼ିଶା କଂଗ୍ରେସର ରୂପରେଖ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା କଂଗ୍ରେସରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦିଲ୍ଲୀ ମୁଖ୍ୟାଳୟରେ ଆଲୋଚନା ପରେ ରାଜ୍ୟ ସଂଗଠନର ପୁନର୍ଗଠନ ନେଇ ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ସଂପର୍କରେ ଅନୁଧ୍ୟାନ ଲାଗି ଗଠନ କରାଯାଇଥିବା କମିଟିର ରିପୋର୍ଟ ମିଳିବା ପରେ ଏ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ। ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ଓ ନୂଆ ଲୋକଙ୍କୁ ସାମିଲ କରି ସେମାନଙ୍କୁ ସୁଯୋଗ […]

457

457

Tapas Behera
  • Published: Wednesday, 03 July 2019
  • Updated: 03 July 2019, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା କଂଗ୍ରେସରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦିଲ୍ଲୀ ମୁଖ୍ୟାଳୟରେ ଆଲୋଚନା ପରେ ରାଜ୍ୟ ସଂଗଠନର ପୁନର୍ଗଠନ ନେଇ ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ସଂପର୍କରେ ଅନୁଧ୍ୟାନ ଲାଗି ଗଠନ କରାଯାଇଥିବା କମିଟିର ରିପୋର୍ଟ ମିଳିବା ପରେ ଏ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ।

ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ଓ ନୂଆ ଲୋକଙ୍କୁ ସାମିଲ କରି ସେମାନଙ୍କୁ ସୁଯୋଗ ଦେବାକୁ ଦଳ ପ୍ରୟାସ କରିବ। ତେବେ ସାଂଗଠନିକସ୍ତରରେ ପରିବର୍ତ୍ତନ ଯାଏଁ ପିସିସି ସଭାପତି ପଦରେ ରହିବା ଲାଗି ନିର଼ଞ୍ଜନକୁ  ଅନୁରୋଧ କରାଯାଇଥିବା ଜିତେନ୍ଦ୍ର କହିଛନ୍ତି।

ସୂଚନା ଅନୁଯାୟୀ, ବହୁ ଆଲୋଚନା-ପର୍ଯ୍ୟାଲୋଚନା ପରେ ଆଜି ରାହୁଲ ଗାନ୍ଧି ଆଜି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍‌ ଜରିଆରେ ପ୍ରଘଟ କରିଛନ୍ତି। ସେ କହିଛନ୍ତି ଯେ ଦଳର ଭବିଷ୍ୟତ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯିବା ଜରୁରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story