ଓଡ଼ିଶା ମାଗିଲା ଅତିରିକ୍ତ ୧୫ ଲକ୍ଷ ଡୋଜ ଟିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କବଚ୍‌ ଟିକା ପାଇଁ ପୁଣି କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍‌ ACS ପ୍ରଦୀପ୍ତ ମହାପାତ୍ର। ଅତିରିକ୍ତ ୧୫ ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଏସିଏସ୍‌ ଚିଠିରେ ଲେଖିଛନ୍ତି, ଏବେ ଆମ ପାଖରେ ୬.୧୪ ଲକ୍ଷ କୋଭିସିଲଡ୍‌ ଅଛି। ୨ ଦିନରେ ସରିଯିବ। ପରବର୍ତ୍ତୀ ଟିକା ଆମ ପାଖକୁ ଜୁଲାଇ ୧୫ତାରିଖରେ ଆସିବାକୁ ରହିଛି। ଏହା ଫଳରେ ଜୁଲାଇ ୯ରୁ ଜୁଲାଇ […]

vaccination

vaccination

Manoranjan Sial
  • Published: Tuesday, 06 July 2021
  • Updated: 06 July 2021, 09:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କବଚ୍‌ ଟିକା ପାଇଁ ପୁଣି କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍‌ ACS ପ୍ରଦୀପ୍ତ ମହାପାତ୍ର। ଅତିରିକ୍ତ ୧୫ ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ଏସିଏସ୍‌ ଚିଠିରେ ଲେଖିଛନ୍ତି, ଏବେ ଆମ ପାଖରେ ୬.୧୪ ଲକ୍ଷ କୋଭିସିଲଡ୍‌ ଅଛି। ୨ ଦିନରେ ସରିଯିବ। ପରବର୍ତ୍ତୀ ଟିକା ଆମ ପାଖକୁ ଜୁଲାଇ ୧୫ତାରିଖରେ ଆସିବାକୁ ରହିଛି। ଏହା ଫଳରେ ଜୁଲାଇ ୯ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଆମେ ଟିକା ଶୂନ୍ୟ ରହିବୁ। ଜୁଲାଇରେ କୋଭିସିଲଡ ୨ୟ ଡୋଜ ନେବାକୁ ୨୮.୩୧ ଲକ୍ଷ ଅପେକ୍ଷା କରିଛି। କିନ୍ତୁ ଜୁଲାଇରେ ଆମକୁ ମୋଟ ୨୫.୩୧ ଲକ୍ଷ ଡୋଜ ମିଳିବାର ଅଛି। ଏସବୁ ଦୃଷ୍ଟିରୁ ଆମକୁ ତୁରନ୍ତ ୧୫ ଲକ୍ଷ ଡୋଜ ଯୋଗାଇ ଦିଆଯାଉ ବୋଲି ଏସିଏସ୍ ଚିଠିରେ ଉଲ୍ଲେଖ କରିଛନ୍ତି।

ସେପଟେ ଟିକା ପାଇଁ କେଉଁଠି ଠେଲାପେଲା ଚାଲିଛି ତ ଆଉ କେଉଁଠି ମାଡ଼ପିଟ୍‌ ହେଉଛି। ଏପରିଚିତ୍ର ବାଲେଶ୍ୱର ଜିଲ୍ଲା ପ୍ରତାପପୁର ନିଶାମଣି ସରକାରୀ ହାଇସ୍କୁଲରେ ଦେଖିବାକୁ ମିଳିଛି। ଏଠି ଟିକା ନେବା ପାଇଁ ଅସମ୍ଭାଳ ସ୍ଥିତି। ଟିକାକରଣ କେନ୍ଦ୍ରରେ ଖଚାଖଚ ଭିଡ଼। ଅଧାର ଫଟୋକପି ଉପରେ ପଥର ଖଣ୍ଡେ ଲେଖାଏଁ ରଖି ଲୋକେ ଲଗାଇଛନ୍ତି ଲମ୍ବା ଲାଇନ। ଟିକା ନମିଳିବା ଆଶଙ୍କାରେ ଏମିତି ରାତି ଅନିଦ୍ରା ହୋଇ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକେ।

ସେହିପରି ମାଲକାନଗିରି ଜିଲ୍ଲା ଏମ୍‌ଭି-୯ ଟିକାକରଣ କେନ୍ଦ୍ରରେ ମଧ୍ୟ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରବଳ ଗୁଳୁଗୁଳି ଭିତରେ ଲୋକେ ଲମ୍ବାଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରିଛନ୍ତି ନିଜ ପାଳିକୁ। ଟିକା ମିଳିଗଲା ତ ଭଲ କଥା, ନହେଲେ ଆଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା। ଢେଙ୍କାନାଳରେ ମଧ୍ୟ ସମାନ ଚିତ୍ର। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ, ହାହାଲ୍ଲା ହୋଇଥିଲା। ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story