‘କରୋନା’ ମୁକାବିଲା ପାଇଁ ଅଧିକ ଅନୁଦାନ ମାଗିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ଅଧିକ ଅର୍ଥ ଦାବି କଲା ଓଡ଼ିଶା। ‘କରୋନା’ ମୁକାବିଲା ନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ  ଭିଡିଓ କନ୍‌ଫରେସିଂରେ ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପାଖରେ ଏହି ଦାବି କରିଛି ଓଡ଼ିଶା। ‘କରୋନା’ ମୁକାବିଲା ପାଇଁ ଓଡ଼ିଶାକୁ ମାତ୍ର ୪୬ କୋଟି ଟଙ୍କା ମିଳିଛି। ଓଡ଼ିଶା ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଓଡ଼ିଶାରେ  ବର୍ତ୍ତମାନ ସୁଦ୍ଧା ୧୫୧୯ କରୋନା ବେଡ୍ […]

coro

coro

Manoranjan Sial
  • Published: Friday, 10 April 2020
  • Updated: 10 April 2020, 04:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ଅଧିକ ଅର୍ଥ ଦାବି କଲା ଓଡ଼ିଶା। ‘କରୋନା’ ମୁକାବିଲା ନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ  ଭିଡିଓ କନ୍‌ଫରେସିଂରେ ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପାଖରେ ଏହି ଦାବି କରିଛି ଓଡ଼ିଶା।

‘କରୋନା’ ମୁକାବିଲା ପାଇଁ ଓଡ଼ିଶାକୁ ମାତ୍ର ୪୬ କୋଟି ଟଙ୍କା ମିଳିଛି। ଓଡ଼ିଶା ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଓଡ଼ିଶାରେ  ବର୍ତ୍ତମାନ ସୁଦ୍ଧା ୧୫୧୯ କରୋନା ବେଡ୍ ପ୍ରସ୍ତୁତ ଅଛି। ଜିଲ୍ଲା ଓ ପଞ୍ଚାୟତରେ ମଧ୍ୟ ମେଡିକାଲ କ୍ୟାମ୍ପ ଖୋଲିବାକୁ ଯୋଜନା ଅଛି। ୬ ହଜାର ‘କରୋନା’ ବେଡ୍ କରିବାକୁ ଯୋଜନା ରହିଛି। ଡାକ୍ତରଙ୍କ ସୁରକ୍ଷା ପାଇଁ ଅଧିକ ୫ ଲକ୍ଷ PPE ଦାବି କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ। ଏହାଛଡ଼ା ରୋଗ ପ୍ରତିରୋଧକ ଭିଟାମିନ୍ C, 95 ମାସ୍କ ଓ ସାନିଟାଇଜର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଲକ୍‌ଡାଉନ୍‌ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ବିଚାର ଲାଗି ପ୍ରସ୍ତାବ ଦେଇଛନ୍ତି ନବ ଦାସ।

‘କରୋନା’ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସେ ସମସ୍ତ ରାଜ୍ୟର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ‘କରୋନା’ର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା କରିଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୪୮ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୪୫ ଜଣ ବିଭିନ୍ନ କୋଭିଡ୍‌-୧୯ ମେଡିକାଲ୍‌ରେ ଚିକିତ୍ସିତ ଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସଂକ୍ରମଣ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story