ଭାସି ଯାଉଥିଲେ ନଦୀରେ, ବଞ୍ଚାଇଦେଲା କାଠ ଗଣ୍ଡି

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଉଛୁଳା ନଦୀକୁ ଗାଧୋଇବା ପାଇଁ ଯାଇ ଭାସି ଯାଉଥିଲେ ଯୁବକ। ହେଲେ ବଞ୍ଚାଇ ଦେଲା କାଠ ଗଣ୍ଡି। ଶୁଖିଲା କାଠ ଗଣ୍ଡିକୁ ଧରି ନଦୀର ପ୍ରଖର ସ୍ରୋତରେ ପାଖାପାଖି ୫ କିମି ଭାସିଗଲା ପରେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିଛି। ଆଜି ସକାଳେ ଏମିତି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ଜଳେଶ୍ୱରଖଣ୍ଡି ଗାଁର ସନ୍ତୋଷ କୁମାର ଦାସ ମଙ୍ଗଳବାର ସକାଳେ ଗାଧୋଇବା ପାଇଁ ଋଷିକୂଲ୍ୟା ନଦୀକୁ ଯାଇଥିଲେ। […]

Ganjam

Ganjam

Manoranjan Sial
  • Published: Tuesday, 09 August 2022
  • Updated: 09 August 2022, 03:58 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଉଛୁଳା ନଦୀକୁ ଗାଧୋଇବା ପାଇଁ ଯାଇ ଭାସି ଯାଉଥିଲେ ଯୁବକ। ହେଲେ ବଞ୍ଚାଇ ଦେଲା କାଠ ଗଣ୍ଡି। ଶୁଖିଲା କାଠ ଗଣ୍ଡିକୁ ଧରି ନଦୀର ପ୍ରଖର ସ୍ରୋତରେ ପାଖାପାଖି ୫ କିମି ଭାସିଗଲା ପରେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିଛି। ଆଜି ସକାଳେ ଏମିତି ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।

ପୁରୁଷୋତ୍ତମପୁର ଥାନା ଜଳେଶ୍ୱରଖଣ୍ଡି ଗାଁର ସନ୍ତୋଷ କୁମାର ଦାସ ମଙ୍ଗଳବାର ସକାଳେ ଗାଧୋଇବା ପାଇଁ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ସେ ଗାଧଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ସନ୍ତୋଷ ଗୋଟିଏ ଶୁଖିଲା କାଠ ଗଣ୍ଡିକୁ ଧରି ପକାଇଥିଲେ। ପରେ ସେ କାଠ ଗଣ୍ଡି ସହ ପାଖାପାଖି ୫ କିମି ଭାସି ଯାଇଥିଲେ।

ଅନ୍ୟପକ୍ଷରେ ସନ୍ତୋଷଙ୍କୁ ନଦୀରୁ ଉଦ୍ଧାର କରିନପାରି ଗାଁ ଲୋକ ସ୍ଥାନୀୟ ବିଡିଓଙ୍କୁ ଖବର ଦେଇଥିଲେ। ବିଡିଓ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଜଳେଶ୍ୱର ଖଣ୍ଡିର ଋଷିକୂଲ୍ୟା କୂଳରେ ଖୋଜିବା ଆରମ୍ଭ କରିଥିଲେ। ସନ୍ତୋଷଙ୍କୁ ଖୋଜି ଖୋଜି ଖାଲିପାଲିଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗ ସନ୍ତୋଷଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ବର୍ଷା ହେଉଥିବାରୁ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story