ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଛୁଙ୍କ, ବର୍ଷିଲେ ମନ୍ତ୍ରୀ ରାଜା ସ୍ୱାଇଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ସରକାରର ୨୦ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କ ରାଜନୀତି ଛୁଙ୍କ ଏବେ ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି। ଏପରିକି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ତାଙ୍କ ଭାଷଣକୁ ଅଧାରୁ ବନ୍ଦ କରିବା ପାଇଁ ମଧ୍ୟ ଦଳର ସଂଗଠନ […]

raja-swai

raja-swai

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 06:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ସରକାରର ୨୦ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କ ରାଜନୀତି ଛୁଙ୍କ ଏବେ ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି। ଏପରିକି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ତାଙ୍କ ଭାଷଣକୁ ଅଧାରୁ ବନ୍ଦ କରିବା ପାଇଁ ମଧ୍ୟ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନିଜ ଆସନରୁ ଉଠି ଯିବାକୁ ପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ କଟକସ୍ଥିତ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ କରିବା ନିମନ୍ତେ ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସହ ସରକାରର ୨୦ବର୍ଷର ସଫଳତା ପାଳନ ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସରକାରୀସ୍ତରରେ ଆୟୋଜନ ହୋଇଥିଲେ ମଧ୍ୟ ଅବିଭକ୍ତ କଟକ ଜିଲ୍ଲାରୁ ବିଜେଡି କର୍ମୀମାନଙ୍କୁ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ସ୍ଥଳକୁ ଆସିବା ପରେ ମାତ୍ର ୩ଜଣ ମନ୍ତ୍ରୀଙ୍କୁ ନିଜର ଅଭିଭାଷଣ ରଖିବାକୁ ସୁଯୋଗ ମିଳିଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ କର୍ମୀ ଓ ସରକାରୀ ଅଫିସରମାନଙ୍କୁ ସମ୍ବୋଧିତ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ଓ ଶ୍ରୀ ମଲ୍ଲିକ ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ମାପିଚୁପି ନିଜର ଭାଷଣ ରଖିଥିଲେ। କିନ୍ତୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ପୂର୍ଣ୍ଣ ରାଜନୀତିକ ଭାଷଣ ଦେଇଥିଲେ। ବିଜେପି ନାଁ ନନେଇ ସେ ଧର୍ମ ନାଁରେ ରାଜନୀତି କରୁଥିବା ଦଳ ଯୋଗୁ ଦେଶ ଏବେ ବିଭାଜିିତ ହୋଇଛି ବୋଲି କହିଥିଲେ। ମହାରାଷ୍ଟ୍ରରେ ରାତାରାତି ଘଟ ପରିବର୍ତ୍ତନ ଓ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ଅଫିସ ଦଳୀୟ କାର୍ଯ୍ୟାଳୟ ପାଲଟିଥିବା କହିବାକୁ ପଛାଇ ନଥିଲେ। ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସେହି ଦଳକୁ ଲୋକେ ଉଚିତ୍ ଶିକ୍ଷା ଦେଇଛନ୍ତି । ଦେଶକୁ ବିଭାଜିତ କରିବା ପାଇଁ ଅନେକ କାଣ୍ଡକାରଖାନା କରୁଛନ୍ତି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଧର୍ମ ନାଁରେ ରାଜନୀତି କରୁଥିବା ଶକ୍ତିକୁ ପ୍ରତିହତ କରିବାକୁ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। ଦଳୀୟ ନେତା ଓ କର୍ମୀମାନଙ୍କୁ ସେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ତେବେ ସରକାରୀ ସଭା ମଞ୍ଚରେ ଏଭଳି ଦଳୀୟ ଭାଷଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କିଭଳି ଦେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅବଶ୍ୟ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଜିର ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ‘ସାଢ଼େ ୪କୋଟି ଓଡ଼ିଶାବାସୀ ମୋର ପରିବାର। ଏଥିପାଇଁ ସେ ଲୋକମାନଙ୍କ ନିକଟରେ ଋଣୀ। ଏସସିବି କଲେଜର ମୂଳଦୁଆ ରଖାଗଲା। ଏସିବି ମେଡିକାଲ କଲେଜ-ହସ୍ପିଟାଲ ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର। ରାଜ୍ୟ ବାହାରୁ ଏଠାକୁ ଅନେକ ଲୋକେ ଚିକିତ୍ସିତ ହେବାକୁ ଆସନ୍ତି। ଏସିସିବିକୁ ବିଶ୍ୱସ୍ତରୀୟ କରିବା କାମ ଆରମ୍ଭ ହେଲା। ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଲୋକଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆମର ଲକ୍ଷ୍ୟ। ଆପଣମାନଙ୍କ ଆର୍ଶୀବାଦରେ ଆମ ସରକାର ୨୦ବର୍ଷ ପୂରଣ କରିଛି। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ନବୀନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡିର ସମସ୍ତ ବରିଷ୍ଠ ନେତା, ବିଧାୟକ,ସାଂସଦ ଓ ଅନ୍ୟାନ୍ୟ ସରକାରୀ ପଦପଦବୀରେ ଥିବା ନେତାମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story