୧୨୪୨ କୋଟିର ୮ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଆଜି ୧୨୪୨.୦୨କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୧୩୫ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୮ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯିବା ସହ ସେମାନଙ୍କୁ ଆବଶ୍ୟକ […]

cabinet

cabinet

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ଆଜି ୧୨୪୨.୦୨କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୧୩୫ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୮ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ନିମନ୍ତେ ଇପିକଲକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଲା ସେଥିରେ ସୁନ୍ଦରଗଡ଼ର କାଲୁଙ୍ଗାଠାରେ ମେସର୍ସ ଏସଏଲଏମ୍ ପାଉଡର କମ୍ପାନୀ ପକ୍ଷରୁ ଆଇରନ୍ ପାଉଡର ପ୍ଲାଣ୍ଟ ନିର୍ମାଣ ହେବ। ଏଥିରେ ୬୭କୋଟି ଟଙ୍କା ନିବେଶ ହେବ ଓ ୪୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଖୋର୍ଦ୍ଧାରେ ଓରିକନ୍ ଏଣ୍ଟରପ୍ରାଇଜେସ୍ ୧୨୦କୋଟି ଟଙ୍କା ନିବେଶ କରିବ। ଏହି ଖାଦ୍ୟ ପାନୀୟ ପ୍ରକଳ୍ପରେ ୧୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଖୋର୍ଦ୍ଧାରେ ଇନଫୋଭ୍ୟାଲିରେ ସୋଲାର ପ୍ୟାନେଲ କାରଖାନା ନିମନ୍ତେ ମେସର୍ସ ସୂର‌୍ୟା ଇଣ୍ଟରନେସନାଲକୁ ଅନୁମତି ମିଳିଛି। ୬୭.୫୦କୋଟି ଟଙ୍କାରେ ଏହି ପ୍ରକଳ୍ପରେ ୬୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଜଗନ୍ନାଥ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଲଜିଷ୍ଟିକ ପାର୍କ ଦ୍ୱାରା ଟାଙ୍ଗୀ ଚୌଦ୍ୱାରରେ ଲଜିଷ୍ଟିକ ପାର୍କ ସ୍ଥାପନ ନିମନ୍ତେ ୧୪୦କୋଟି ଟଙ୍କା ନିବେଶ ହେବ ଓ ୧୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ପୁରୀର କୃଷ୍ଣପ୍ରସାଦଠାରେ ଇରେଲ ଇଡକଲ ଲିଃ ୪୬୦କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟେଡ୍ ହେଭି ବିଚ୍ ସ୍ୟାଣ୍ଡସ ପ୍ରୋଜେକ୍ଟ ପ୍ରକଳ୍ପ ସ୍ଥାପନ କରିବ। ଏଥିରେ ୮୦୦ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପୁରୀରେ ମେସର୍ସ ପ୍ରଭାତ ହସ୍ପିଟାଲିଟି ଦ୍ୱାରା ୧୩୫.୬୯କୋଟି ଟଙ୍କା ବ୍ୟୟରେ ପଂଚତାରକା ହୋଟେଲ ନିର୍ମାଣ ହେବ ଓ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସ୍ୱସ୍ତି ଗ୍ରୁପ୍ ମଧ୍ୟ ପୁରୀରେ ୧୩୪ କୋଟି ଟଙ୍କା ବ୍ୟୟରେ ପଂଚତାରକା ହୋଟେଲ ନିର୍ମାଣ କରିବ ଓ ୩୧୦ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଭୁବନେଶ୍ୱରରେ ୧୧୭କୋଟି ଟଙ୍କା ବ୍ୟୟରେ ଇଡେନ୍ ରକ୍ ୪ ତାରକା ହୋଟେଲ ନିର୍ମାଣ କରିବ ଓ ୩୪୫ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ। ଆଜି ଏହି ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ଗତ ବର୍ଷକ ମଧ୍ୟରେ ୧ଲକ୍ଷ ୨୦ହଜାର ୪୫୬କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story