ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକରେ ଓଡ଼ିଶା ଉଠାଇବ ଏହି ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆସନ୍ତାକାଲି ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ କୋଇଲା ରୟାଲିଟି, ରାଜ୍ୟର ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍‌ ଏନର୍ଜି ସେସ୍‌ ପ୍ରସଙ୍ଗରେ ଓଡ଼ିଶା ସରକାର ଦାବି ଉପସ୍ଥାପନ କରିବେ। ଆଜି ଏନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ […]

Naveen

Naveen

Manoranjan Sial
  • Published: Thursday, 27 February 2020
  • Updated: 27 February 2020, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆସନ୍ତାକାଲି ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ କୋଇଲା ରୟାଲିଟି, ରାଜ୍ୟର ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍‌ ଏନର୍ଜି ସେସ୍‌ ପ୍ରସଙ୍ଗରେ ଓଡ଼ିଶା ସରକାର ଦାବି ଉପସ୍ଥାପନ କରିବେ। ଆଜି ଏନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ଏଥିରେ ସଦସ୍ୟ ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ଦୁଇ ଦିନ ତଳୁ ଓଡ଼ିଶା ଆସିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ।  ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ୱାସ ମଧ୍ୟ ଓଡ଼ିଶା ଆସିଛନ୍ତି। ବିହାର ଓ ଝାଡ଼ଖଣ୍ଡ ପକ୍ଷରୁ କିଏ ପ୍ରତିନିଧିତ୍ୱ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ସୂଚନା ଯୋଗ୍ୟ, ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲରେ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକରେ ରାଜ୍ୟ ଗୁଡ଼ିକ ମଧ୍ୟ ସମନ୍ୱୟ, ସୀମାବିବାଦ, ନକ୍ସଲ ସମସ୍ୟା, ବ୍ୟାଙ୍କିଂ ଓ ଅନ୍ୟ କେନ୍ଦ୍ରୀୟ ସହଯୋଗ ସମ୍ପର୍କୀତ ପ୍ରସଙ୍ଗ ଆଲୋଚନାର ସ୍ଥାନ ପାଇବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story