ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ ନିୟମ କୋହଳ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଡ଼ା ନିୟମ ଲାଗୁ କରିଥିବା ରାଜ୍ୟ ସରକାର ଆଜି ସେହି ନିୟମକୁ କୋହଳ କରିଛନ୍ତି। ପୂର୍ବରୁ କୋଭିଡ୍ ନେଗେଟିଭ ରିପୋର୍ଟ କିମ୍ବା ଦୁଇଥର ଟିକା ନେଇଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ଥିବାବେଳେ ଏବେ ତାହା ୭ଦିନକୁ ହ୍ରାସ କରାଯାଇଛି। ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାର […]

Balasore Border

Balasore Border

Ordigital Desk
  • Published: Saturday, 24 April 2021
  • Updated: 24 April 2021, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଡ଼ା ନିୟମ ଲାଗୁ କରିଥିବା ରାଜ୍ୟ ସରକାର ଆଜି ସେହି ନିୟମକୁ କୋହଳ କରିଛନ୍ତି। ପୂର୍ବରୁ କୋଭିଡ୍ ନେଗେଟିଭ ରିପୋର୍ଟ କିମ୍ବା ଦୁଇଥର ଟିକା ନେଇଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ଥିବାବେଳେ ଏବେ ତାହା ୭ଦିନକୁ ହ୍ରାସ କରାଯାଇଛି।

ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାର ୪୮ଘଣ୍ଟା ପୂର୍ବରୁ ଯେଉଁମାନେ ଆରଟିପିସିଆର କୋଭିଡ୍ ଟେଷ୍ଟ କରି ନେଗେଟିଭ ରିପୋର୍ଟ ଆଣିଥିବେ ଅବା ପୁଣି ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ଓଡ଼ିଶା ପ୍ରବେଶ କରିବା ପରେ ୭ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ପୂର୍ବରୁ ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଦୁଇ ଓ ଚାରିଚକିଆ ଯାନରେ ଓଡ଼ିଶା ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ସେମାନେ ନିଜ ଅଂଚଳର ବିଡିଓ ଓ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା କ୍ଲଷ୍ଟର ଅସ୍ଥାୟୀ କ୍ୱାରେଣ୍ଟାଇନରେ ସେଣ୍ଟରରେ ରହିବେ। ସେହିପରି ପଶ୍ଚିମବଙ୍ଗରୁ ଟ୍ରେନ ଓ ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ସରକାରଙ୍କ କ୍ୱାରେଣ୍ଟାଇନ କେନ୍ଦ୍ର ଅବା ଟଙ୍କା ଦେଇ ଘରୋଇ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡ଼ିବ।

ସେହିପରି ଯେଉଁ ବ୍ୟକ୍ତିମାନେ ସରକାର ଓ ଘରୋଇ ହସ୍ପିଟାଲ ଦ୍ୱାରା କୋଭିଡ୍‌-୧୯ ପରିଚାଳନା ସଂକ୍ରାନ୍ତୀୟ ଜରୁରୀ କାର୍ଯ୍ୟରେ ଓଡ଼ିଶା ଆସୁଥିବେ ଅବାପୁଣି ନିର୍ବାଚନ କାର୍ଯ୍ୟରେ ଆସୁଥିବେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ଅବଶ୍ୟ ସେହି ବ୍ୟକ୍ତିମାନଙ୍କୁ ଯାତ୍ରା ସମୟରେ କୋଭିଡ-୧୯ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ସମ୍ପୃକ୍ତ ବ୍ୟକ୍ତିମାନେ ସର୍ବନିମ୍ନ ଜରୁରୀ ଯାତାୟତ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଏହା ବ୍ୟତୀତ ଏପ୍ରିଲ ୨୨ତାରିଖରେ ଜାରି ହୋଇଥିବା କ୍ୱାରେଣ୍ଟାଇନ ନିୟମ ପୂର୍ବବତ୍ ରହିଛି । ଯେକେହି ଏହି ନିର୍ଦ୍ଦେଶନାମାର ଉଲ୍ଲଘଂନ କରିବ ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ମହାମାରୀ ଆଇନ-୧୯୮୭ର ବିଭିନ୍ନ ଧାରାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଏସଆରସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story