କରୋନା ଗୁଜବ ନିନ୍ଦନୀୟ, କଠୋର କାର୍ଯ୍ୟାନୁଷ୍ଠାନ ହେବ: ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ୧୫ଜଣ ସଂକ୍ରମିତ ହୋଇଛନ୍ତି ବୋଲି କେତେକ ଅସାମାଜିକ ବ୍ୟକ୍ତି ଏକ ଗୁଜବ କରୁଛନ୍ତି। ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଗୁଜବ କରି ସମାଜ ଓ ରାଷ୍ଟ୍ରଦ୍ରୋହ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଚେତାବନୀ ଦିଆଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଏକ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ […]

subrat

subrat

Manoranjan Sial
  • Published: Wednesday, 01 April 2020
  • Updated: 01 April 2020, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ୧୫ଜଣ ସଂକ୍ରମିତ ହୋଇଛନ୍ତି ବୋଲି କେତେକ ଅସାମାଜିକ ବ୍ୟକ୍ତି ଏକ ଗୁଜବ କରୁଛନ୍ତି। ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଗୁଜବ କରି ସମାଜ ଓ ରାଷ୍ଟ୍ରଦ୍ରୋହ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଚେତାବନୀ ଦିଆଯାଇଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଏକ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଏକ ଗୁଜବ ଆଜି ପ୍ରଚାରିତ ହୋଇଥିଲା। କେତେକ ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ବୋଲି ଗୁଜବ କରୁଛନ୍ତି। ତେବେ ଏଭଳି ଗୁଜବ ପ୍ରଚାର କରିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ କାର୍ଯ୍ୟ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନେ ରାଷ୍ଟ୍ରଦ୍ରୋହୀ। ଏହାସହିତ ଶ୍ରୀ ବାଗଚୀ କରୋନା ସଂକ୍ରମଣ ଦୃଷ୍ଟିରୁ ଆଗାମୀ ଦୁଇ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଳକଡାଉନ୍ ନିୟମ ପାଳନ ସହ ନିଜକୁ ସତର୍କ ରଖିବାକୁ ଶ୍ରୀ ବାଗଚୀ ପୁଣିଥରେ ସମସ୍ତଙ୍କୁ ଅନୁରୋଧ କରିବା ସହ କରୋନା ପାଖରୁ ୧୫ଦିନର ମହଲତ ଆମସମସ୍ତଙ୍କୁ ଛଡ଼ାଇ ଆଣିବାକୁ ପଡ଼ିବ ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୬୧୦ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେସୁଦ୍ଧା ସେଥିରୁ ମାତ୍ର ୪ଟି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରଥମ ୨ଜଣ ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇଛି। ତୃତୀୟ ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି। ଏହି ସମସ୍ତ ବ୍ୟକ୍ତି ଯୋଗାଯୋଗରେ ରହିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ମୋଟ ୭ଜଣ ବ୍ୟକ୍ତି ଆସିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି।

ତେବେ ବିଭିନ୍ନ ମେଡିକାଲରେ ୮୮ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି। ଏହି ସଂଖ୍ୟା ଗତକାଲି ତୁଳନାରେ ଆଜି ଅଧିକ ରହିଛି। ସେହିପରି ଅନଲାଇନ୍ ଓ ୧୦୪ ଟୋଲଫ୍ରି ନମ୍ବର ମାଧ୍ୟମରେ ମୋଟ ୧୫,୦୪୫ଜଣ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୩୩୨ଜଣ ବିଦେଶରୁ ଓ ୧୦,୭୧୩ଜଣ ରାଜ୍ୟ ବାହାରୁ ଅସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story