ସେରିଫେଡ୍‌ ଓ ବୟନିକାର ପରିଚାଳନା ହାତକୁ ନେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ସମବାୟ ସୋସାଇଟି ନିର୍ବାଚନ କରୁନଥିବା ରାଜ୍ୟ ସରକାର ଆଜି ଦୁଇଟି ଶୀର୍ଷ ସମବାୟ ସୋସାଇଟିର ପରିଚାଳନା ଦାୟିତ୍ୱ ହାତକୁ ନେଇଛନ୍ତି। ବୟନିକାର ପରିଚାଳନା କମିଟିର ଅବଧି ଆଜି ଶେଷ ହୋଇଥିବାବେଳେ ସେରିଫେଡର କାର୍ଯ୍ୟକାଳ ୨୭ତାରିଖରେ ଶେଷ ହେବ। ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ସେହିପରି ସେରିଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ […]

bayanika

bayanika

Manoranjan Sial
  • Published: Friday, 24 July 2020
  • Updated: 24 July 2020, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ସମବାୟ ସୋସାଇଟି ନିର୍ବାଚନ କରୁନଥିବା ରାଜ୍ୟ ସରକାର ଆଜି ଦୁଇଟି ଶୀର୍ଷ ସମବାୟ ସୋସାଇଟିର ପରିଚାଳନା ଦାୟିତ୍ୱ ହାତକୁ ନେଇଛନ୍ତି। ବୟନିକାର ପରିଚାଳନା କମିଟିର ଅବଧି ଆଜି ଶେଷ ହୋଇଥିବାବେଳେ ସେରିଫେଡର କାର୍ଯ୍ୟକାଳ ୨୭ତାରିଖରେ ଶେଷ ହେବ।

ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ସେହିପରି ସେରିଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ କାର୍ଯ୍ୟ କରିବେ। ଟେକ୍ସଟାଇଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କୁ ଏ ସମ୍ପର୍କରେ ସୂଚିତ କରାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚିତ ପ୍ରତିନିଧିମାନେ ଏହି ଦୁଇଟି ସମବାୟ ସଂସ୍ଥାର ପରିଚାଳନା କମିଟି ସଦସ୍ୟ ଓ ଅଧ୍ୟକ୍ଷ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story