ଅନ୍ନପୂର୍ଣ୍ଣା ଚାଉଳକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ତାଜା ହେଲା ଚାଉଳ କଳି। ଏଥର କିନ୍ତୁ ମାଗଣାରେ ମିଳୁଥିବା ଅନ୍ନପୂର୍ଣ୍ଣା ଚାଉଳକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର। ଅନ୍ନପୂର୍ଣ୍ଣା ଚାଳଳ ଓ ଟଙ୍କା ଦେବାରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଗରିବ ଲୋକେ ବହୁ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାର। ଏଥିପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବଙ୍କୁ ରାଜ୍ୟ ଯୋଗାଣ ସଚିବ ଏକ ଚିଠି ଲେଖିଛନ୍ତି। ବାରମ୍ବାର ଅନୁରୋଧ ପରେ କେନ୍ଦ୍ର ସରକାର […]

ODISHA-GOVT-ACCUSES-CENTRE-OF-NOT-SUPPLYING-ANNAPURNA-SCHEME-RICE-AND-SUBSIDY-MONEY

Manoranjan Sial
  • Published: Monday, 18 February 2019
  • Updated: 18 February 2019, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ତାଜା ହେଲା ଚାଉଳ କଳି। ଏଥର କିନ୍ତୁ ମାଗଣାରେ ମିଳୁଥିବା ଅନ୍ନପୂର୍ଣ୍ଣା ଚାଉଳକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର। ଅନ୍ନପୂର୍ଣ୍ଣା ଚାଳଳ ଓ ଟଙ୍କା ଦେବାରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଗରିବ ଲୋକେ ବହୁ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ସରକାର। ଏଥିପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବଙ୍କୁ ରାଜ୍ୟ ଯୋଗାଣ ସଚିବ ଏକ ଚିଠି ଲେଖିଛନ୍ତି।

ବାରମ୍ବାର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୧୬-୧୭ବର୍ଷର ବକେୟା ଥିବା ଶେଷ ୬ ମାସ ପାଇଁ ଚାଉଳ ଦେଇଛନ୍ତି। ପ୍ରଥମ ୬ ମାସ ସହ ୨୦୧୭-୧୮ ବର୍ଷ ପାଇଁ ପୂରା ଚାଉଳ ଦେବାକୁ ଚିଠି ଲେଖିଛନ୍ତି ସଚିବ। ବିନିଯୋଗ ପ୍ରମାଣପତ୍ର ଦେବା ପରେ ମଧ୍ୟ ଟଙ୍କା ମିଳୁନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ୨୦୧୭-୧୮ ବର୍ଷ ପାଇଁ ପୂରା ଟଙ୍କା ସହ ୧୮-୧୯ ବର୍ଷର ଶେଷ ୬ ମାସ ପାଇଁ ମଧ୍ୟ ଟଙ୍କା ପଠାଇବାକୁ ଏଥିରେ ଅନୁରୋଧ କରିଛନ୍ତି ସଚିବ।

ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ୬୪ ହଜାର ୮୦୦ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ବର୍ଷକୁ ୭ ହଜାର ୭୭୬ ମେଟ୍ରିକ୍‌ ଟନ୍‌ ଚାଉଳ ଦିଏ। ଏହାବାଦ୍ ଏହି ଯୋଜନା ପାଇଁ କେନ୍ଦ୍ର ବର୍ଷକୁ ୫ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ଦିଏ। ତେବେ ବିଜେପି ଅଭିଯୋଗ କରିଛି, ଦୁଇ ବର୍ଷ ହେବ ରାଜ୍ୟ ସରକାର ଏହି ଯୋଜନାରେ ଆସୁଥିବା ଟଙ୍କାର ଖର୍ଚ୍ଚ ହିସାବ ଦେଉନାହାନ୍ତି। କଂଗ୍ରେସ କହିଛି ଆସୁଥିବା ଟଙ୍କା ଓ ଚାଉଳ ଉଭୟକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଅନ୍ନପୂର୍ଣ୍ଣା ଯୋଜନାରେ ମିଳୁଥିବା ଚାଉଳର ହିସାବ ରାଜ୍ୟ ସରକାର ଦେଇପାରୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାର ଦାୟୀ।”

ଏଆଇସିସି ସଂପାଦକ ଶରତ ରାଉତ କହିଛନ୍ତି-“ଅନ୍ନପୂର୍ଣ୍ଣା ଯୋଜନା ଚାଉଳକୁ ରାଜ୍ୟ ସରକାର ହଡ଼ପ୍‌ କରୁଛନ୍ତି। ସେଥିପାଇଁ ଖର୍ଚ୍ଚର ହିସାବ ଦେବାରେ ବିଫଳ ହେଉଛନ୍ତି। ବିଜେପି ଓ ବିଜେଡି ବିବାଦ ଭିତରେ ସାଧାରଣ ଗରିବ ଲୋକ ଫସିଛନ୍ତି।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି-“ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ହିତାଧିକାରୀ ଚୟନ କରାଯାଇଛି। ଏଥିରେ ଅନିୟମିତତା ହୋଇନାହିଁ। ଯଦି ବିରୋଧୀ ଭାବୁଛନ୍ତି, ଏଥିରେ ଅନିୟମିତତା ହୋଇଛି, ତାହାଲେ ସେମାନେ ତଦନ୍ତ କରିପାରିବେ। ଏ ସବୁ ତଥ୍ୟ ୱେବ୍‌ସାଇଟ୍‌ରେ ରହିଛି।”

ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ ୧୦ କେଜି ଲେଖାଏ ମାଗଣାରେ ଚାଉଳ ମିଳୁଛି। ତେବେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ସବୁ ହିତାଧିକାରୀଙ୍କୁ କେନ୍ଦ୍ର ସାମିଲ କରି ନଥିବା ଅଭିଯୋଗରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଣି ୨୫ ଲକ୍ଷ ଲୋକଙ୍କୁ ମାସକୁ ୫ କେଜି ଲେଖାଏ ଚାଉଳ ଦେବାକୁ ଘୋଷଣା କରିଛନ୍ତି। ଏପରି ସ୍ଥିତିରେ ମାଗଣା ଚାଉଳ ଦେବାରେ କେନ୍ଦ୍ର ମୁଣ୍ଡରେ ଅବହେଳାର ଆଉ ଏକ ଅଧ୍ୟାୟ ଯୋଡ଼ିବାର ମଉକାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story