ରାଜ୍ୟ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ୧୧% ମହଙ୍ଗା ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି ନିଜର କର୍ମଚାରୀମାନଙ୍କୁ ଦଶହରା ପୂଜା ଭେଟି ଦେଇଛନ୍ତି। ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମାସିକ ମହଙ୍ଗା ଭତ୍ତା(ଡିଏ)ରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଏହା ୨୦୨୧ ଜୁଲାଇ ପହିଲାରୁ ପିଛିଲା ଭାବେ ମିଳିବ । କୋଭିଡ୍ ମହାମାରୀ ଯୋଗୁ ଆର୍ଥିକ କଟକଣାର ଆଳ ଦେଖାଇ ରାଜ୍ୟ ସରକାର ୨୦୨୦ ଜାନୁୟାରୀରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି କରିନଥିଲେ। କରୋନା ଆଳରେ କର୍ମଚାରୀଙ୍କୁ ପ୍ରାୟ ଦେଢ଼ବର୍ଷ ଅର୍ଥାତ୍ […]

odisha secretariat

odisha secretariat

Jitendra Garnayak
  • Published: Friday, 08 October 2021
  • Updated: 08 October 2021, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି ନିଜର କର୍ମଚାରୀମାନଙ୍କୁ ଦଶହରା ପୂଜା ଭେଟି ଦେଇଛନ୍ତି। ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମାସିକ ମହଙ୍ଗା ଭତ୍ତା(ଡିଏ)ରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଏହା ୨୦୨୧ ଜୁଲାଇ ପହିଲାରୁ ପିଛିଲା ଭାବେ ମିଳିବ । କୋଭିଡ୍ ମହାମାରୀ ଯୋଗୁ ଆର୍ଥିକ କଟକଣାର ଆଳ ଦେଖାଇ ରାଜ୍ୟ ସରକାର ୨୦୨୦ ଜାନୁୟାରୀରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି କରିନଥିଲେ। କରୋନା ଆଳରେ କର୍ମଚାରୀଙ୍କୁ ପ୍ରାୟ ଦେଢ଼ବର୍ଷ ଅର୍ଥାତ୍ ୩ଟି ମହଙ୍ଗା ଭତ୍ତା ଡୋଜ୍ ନଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରୀ କର୍ମଚାରୀମାନେ ଆସନ୍ତା ଅକ୍ଟୋବର ମାସ ଦରମାରେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ରାଜ୍ୟ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ନଭେମ୍ବର ମାସ (ଅକ୍ଟୋବରର ଦରମା)ରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ତେବେ ଏହି ବର୍ଦ୍ଧିତ ୧୧ ପ୍ରତିଶତ ମହଙ୍ଗା ଭତ୍ତା ସେମାନଙ୍କ ପାଇଁ ପିଛିଲା ଭାବେ ୨୦୨୧ ଜୁଲାଇ ୧ରୁ ଲାଗୁ ହୋଇଛି। ୨୦୨୧ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ମହଙ୍ଗା ଭତ୍ତା ବକେୟାକୁ କର୍ମଚାରୀମାନେ ଏକକାଳୀନ ନିଜର ଦରମା ସହ ପାଇପାରିବେ । ଅବଶ୍ୟ ଅକ୍ଟୋବର ମାସ ଦରମାରେ ଏହି ବକେୟା ମହଙ୍ଗା ଭତ୍ତା ମିଳିବ ନାହିଁ କିନ୍ତୁ କର୍ମଚାରୀମାନଙ୍କୁ ସର୍ବଶେଷ ୨୦୨୨ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ମାସର ବକେୟା ମହଙ୍ଗା ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କରୋନା ଆଳରେ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ବଢ଼ାଇ ନଥିବା ରାଜ୍ୟ ସରକାର ୨୦୨୦ ଜାନୁୟାରୀ ୧ରୁ ୨୦୨୧ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ପରିମାଣ ୧୭%କୁ ଅପରିବର୍ତ୍ତିତ ରଖିଛନ୍ତି। ଏହି ଦେଢ଼ବର୍ଷ ମଧ୍ୟରେ ମହଙ୍ଗା ଭତ୍ତା ବୃଦ୍ଧି ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମସ୍ତ ସରକାରୀ କର୍ମଚାରୀଙ୍କ ସମେତ ଓଆରଏସଏପି ରୁଲସ-୨୦୧୭ ଅନୁସାରେ ନିୟମିତ ହାରରେ ଦରମା ପାଉଥିବା ୱାର୍କ ଚାର୍ଜଡ୍ କର୍ମଚାରୀମାନେ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀମାନେ, ବିଶ୍ୱବିଦ୍ୟାଳୟର ନିୟମିତ ପୂର୍ଣ୍ଣ ଦରମା ପାଉଥିବା ଅଣଶିକ୍ଷକ କର୍ମଚାରୀ, ଏଆଇସିଟିଇ, ୟୁଜିସି ସ୍କେଲ ପାଉଥିବା ଅଧ୍ୟାପକମାନେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ମଧ୍ୟ ପାଇପାରିବେ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ପ୍ରାୟ ସାଢ଼େ ୩ଲକ୍ଷ ନିୟମିତ ସରକାରୀ କର୍ମଚାରୀ ଓ ଅଢ଼େଇ ଲକ୍ଷ ପେନସନଭୋଗୀ ଅଛନ୍ତି । ସେମାନଙ୍କୁ ଏହି ବର୍ଦ୍ଧିତ ୧୧ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଏଥିଯୋଗୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ଅତିରିକ୍ତ ପ୍ରାୟ ୨ହଜାର କୋଟି ଟଙ୍କାର ବୋଝ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story