ଛାତ୍ରଛାତ୍ରୀଙ୍କୁ ମୋଦି ଦେବାକୁ ଥିବା ଟିପ୍ସକୁ ଓଡ଼ିଶା ସରକାରଙ୍କ ନା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଦି ମନ୍ତ୍ରକୁ ରାଜ୍ୟ ସରକାରଙ୍କ ନା। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନ୍&zwnj;ଫରେନ୍ସ ଜରିଆରେ ସ୍କୁଲ ଓ କଲେଜ୍ ପିଲାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୀକ୍ଷାର୍ଥୀମାନଙ୍କୁ ଟିପ୍ସ ଦେବେ ବୋଲି ଜଣାପଡିଛି। ଛାତ୍ରଛାତ୍ରୀମାନେ ଯେଭଳି ଏହି କାର୍ଯ୍ୟକ୍ରମକୁ ସୁବିଧାରେ ଦେଖିପାରିବେ ସେଥିପାଇଁ ସୁବନ୍ଦୋବସ୍ତ କରିବା ଲାଗି କିଛିଦିନ ତଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତେବେ ପରୀକ୍ଷା ସମୟ ହୋଇଥିବାରୁ ଏବେ ସ୍କୁଲଗୁଡ଼ିକରେ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।</p> <p>ମନ୍ତ୍ରୀ ପାତ୍ର କ&rsquo;ଣ କହୁଛନ୍ତି, ଶୁଣନ୍ତୁ ଏହି ଭିଡିଓ।</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 07:08 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଦି ମନ୍ତ୍ରକୁ ରାଜ୍ୟ ସରକାରଙ୍କ ନା। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନ୍&zwnj;ଫରେନ୍ସ ଜରିଆରେ ସ୍କୁଲ ଓ କଲେଜ୍ ପିଲାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୀକ୍ଷାର୍ଥୀମାନଙ୍କୁ ଟିପ୍ସ ଦେବେ ବୋଲି ଜଣାପଡିଛି। ଛାତ୍ରଛାତ୍ରୀମାନେ ଯେଭଳି ଏହି କାର୍ଯ୍ୟକ୍ରମକୁ ସୁବିଧାରେ ଦେଖିପାରିବେ ସେଥିପାଇଁ ସୁବନ୍ଦୋବସ୍ତ କରିବା ଲାଗି କିଛିଦିନ ତଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତେବେ ପରୀକ୍ଷା ସମୟ ହୋଇଥିବାରୁ ଏବେ ସ୍କୁଲଗୁଡ଼ିକରେ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।</p><p>ମନ୍ତ୍ରୀ ପାତ୍ର କ&rsquo;ଣ କହୁଛନ୍ତି, ଶୁଣନ୍ତୁ ଏହି ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos