ଅବହେଳିତ ରେମୁଣାର କ୍ଷୀରଚୋରା ଗୋପିନାଥ ମନ୍ଦିର

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଅବହେଳିତ ଅବସ୍ଥାରେ ରହିଛି ରାଜ୍ୟର ପ୍ରମୁଖ ବୈଷ୍ଣବ ପୀଠ ରେମୁଣାର କ୍ଷୀରଚୋରା ଗୋପିନାଥଙ୍କ ମନ୍ଦିର।  ଓଡ଼ିଶାର ପ୍ରସିଦ୍ଧ ଏହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଗୋବିନ୍ଦ, ଗୋପାଳ ଓ ମଦନ ମୋହନଙ୍କ ବିଗ୍ରହ।  ଲୋକକଥା ରହିଛି, ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ପ୍ରଭୁ ଗୋପିନାଥଙ୍କୁ ପ୍ରତିଷ୍ଠା କରିଥିଲେ। ଏବେ ଓଡ଼ିଶା ସରକାରଙ୍କ ଦେବୋତ୍ତର ସଂସ୍ଥା ଅଧୀନରେ ଥିବା ଏହି ମନ୍ଦିର କେବଳ ଜଣେ ମାତ୍ର ପରିଚାଳକଙ୍କ ହାତରେ ରହିଛି। ମନ୍ଦିରର ରକ୍ଷଣା ବେକ୍ଷଣ […]

Khirachora Gopinath

Khirachora Gopinath

Manoranjan Sial
  • Published: Saturday, 04 September 2021
  • Updated: 04 September 2021, 05:16 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଅବହେଳିତ ଅବସ୍ଥାରେ ରହିଛି ରାଜ୍ୟର ପ୍ରମୁଖ ବୈଷ୍ଣବ ପୀଠ ରେମୁଣାର କ୍ଷୀରଚୋରା ଗୋପିନାଥଙ୍କ ମନ୍ଦିର।  ଓଡ଼ିଶାର ପ୍ରସିଦ୍ଧ ଏହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଗୋବିନ୍ଦ, ଗୋପାଳ ଓ ମଦନ ମୋହନଙ୍କ ବିଗ୍ରହ।  ଲୋକକଥା ରହିଛି, ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ପ୍ରଭୁ ଗୋପିନାଥଙ୍କୁ ପ୍ରତିଷ୍ଠା କରିଥିଲେ। ଏବେ ଓଡ଼ିଶା ସରକାରଙ୍କ ଦେବୋତ୍ତର ସଂସ୍ଥା ଅଧୀନରେ ଥିବା ଏହି ମନ୍ଦିର କେବଳ ଜଣେ ମାତ୍ର ପରିଚାଳକଙ୍କ ହାତରେ ରହିଛି।

ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ରହିଛନ୍ତି ମ୍ୟାନେଜିଂ ଟ୍ରଷ୍ଟି ଉପ-ଜିଲ୍ଲାପାଳ। ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ଦେବୋତ୍ତର ସଂସ୍ଥା ରେକର୍ଡ ରୁମର ଚାର୍ଜ ଦିଆଯାଇନଥିବା ଜଣାପଡ଼ିଛି। ସେହିପରି ଠାକୁରଙ୍କ ନାଁରେ ସମୁଦାୟ ୯ ଗୋଟି ବ୍ୟାଙ୍କରେ ଆୟର ଜମାଖାତା ଥିବା ବେଳେ କେବଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଖାତାରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ବାକି ଜମାଖାତା ଅକାମୀ। ମନ୍ଦିର ସୁପରିଚାଳନା ପାଇଁ ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ଦାୟିତ୍ୱ ଦିଆଯିବା ସହ ମନ୍ଦିରର ସ୍ଥାବର ଓ ଅସ୍ଥାବର ସଂପତ୍ତି କେତେ ରହିଛି? ଅଳଙ୍କାର ସହ ଅନ୍ୟାନ୍ୟ ସଂରଞ୍ଜାମ କେତେ ଅଛି, ତାହାର ଅକାଳନ କରିବାକୁ ଦାବି ହୋଇଛି।

ଏନେଇ ଗତ ବିଧାନସଭା ଅଧିବେଶନରେ ସ୍ଥାନୀୟ ବିଧାୟକ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ବିଧାୟକଙ୍କ କହିବା ଅନୁଯାୟୀ ଉତ୍ତର ମିଳିଥିଲା, ପ୍ରଭୁ ଗୋପିନାଥଙ୍କ ନାଁରେ ମୋଟ ୩୧୧ ଏକର ସଂପତ୍ତି ରହିଛି। ହେଲେ ସେ ଜମି କିଏ ଖାଉଛି ତା ଜଣାନାହିଁ। ସେହିପରି  ଅଳଙ୍କାରର ସଠିକ ହିସାବ ଜଣାନାହିଁ। ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କୁ ମ୍ୟାନେଜିଂ ଟ୍ରଷ୍ଟି କରାଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ରେକର୍ଡ ରୁମର ଦାୟିତ୍ୱ ମିଳିନି।  ଦେବୋତ୍ତର କମିଶନର ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କୁ ଗତ ଜୁନ ମାସରୁ ଚାର୍ଜ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନି। ଯାହାକୁ ନେଇ  ଅସନ୍ତୋଷ ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story