ପ୍ରକାଶ ପାଇଲା ‘ଫୋନି’ର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସବୁଜିମା। ଆଜି ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ‘ଫୋନି’ ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହାର […]

odisha-govt-releases-final-report-on-damages-caused-by-cyclone-fani

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସବୁଜିମା।

ଆଜି ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ‘ଫୋନି’ ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର ଲାଗି ୨୯୩୧୫ କୋଟି ଟଙ୍କା ଆବଶ୍ୟକ ବୋଲି ଦର୍ଶାଯାଇଛି। ବାତ୍ୟା ଦ୍ୱାରା ରାଜ୍ୟରେ ଭିତ୍ତିଭୂମି ଅଧିକ ମାତ୍ରାରେ କ୍ଷତି ହୋଇଛି। ଏହାର ପୁନଃ ନିର୍ମାଣ ଲାଗି ମୋଟ୍ କ୍ଷତିର ୪୨ ପ୍ରତିଶତ ଟଙ୍କା ଆବଶ୍ୟକ ବୋଲି କୁହାଯାଇଛି। ସାମାଜିକ କ୍ଷେତ୍ର ଓ ଗୃହ ନିର୍ମାଣ ପାଇଁ ଶତକଡ଼ା ୩୬ ଭାଗ ଅର୍ଥ ଆବଶ୍ୟକ ବୋଲି ଦର୍ଶାଯାଇଛି।

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି। ‘ଫୋନି’ର କ୍ଷୟକ୍ଷତି ସହ ପୁନରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ନେଇ ଏଥିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏହି ଅବସରରେ ‘ଫୋନି’ ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ମିଳିତ ଜାତିସଂଘର ଚିଫ କୋଅର୍ଡିନେଟର ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story