ପେନସନଭୋଗୀଙ୍କ ସୁବିଧା ପାଇଁ ଖୋଲିବ ହେଲପ ଡେସ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରୁ ଅବସର ନେବା ଦିନ ହିଁ ସମ୍ପୃକ୍ତ କର୍ମଚାରୀଙ୍କୁ ପେନସନ ଯୋଗାଇ ଦିଆଯିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ରାଜ୍ୟ ସରକାର ଏବେ ପୁଣି ଏକ ନୂଆ ଚକମା ଦେଖାଇଛନ୍ତି । ଚାକିରିରୁ ଅବସର ନେବା ପରେ ବି ଦୀର୍ଘଦିନ ଧରି ପେନସନ ପାଇନଥିବା କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ହେଲପ ଡେସ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଏଭଳି କର୍ମଚାରୀମାନେ ନିଜର ପେନସନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି […]

Retired Persons

Retired Persons

Ordigital Desk
  • Published: Tuesday, 13 December 2022
  • Updated: 13 December 2022, 08:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରୁ ଅବସର ନେବା ଦିନ ହିଁ ସମ୍ପୃକ୍ତ କର୍ମଚାରୀଙ୍କୁ ପେନସନ ଯୋଗାଇ ଦିଆଯିବ ବୋଲି ଦମ୍ଭୋକ୍ତି ବାଢ଼ିଥିବା ରାଜ୍ୟ ସରକାର ଏବେ ପୁଣି ଏକ ନୂଆ ଚକମା ଦେଖାଇଛନ୍ତି । ଚାକିରିରୁ ଅବସର ନେବା ପରେ ବି ଦୀର୍ଘଦିନ ଧରି ପେନସନ ପାଇନଥିବା କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ହେଲପ ଡେସ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଏଭଳି କର୍ମଚାରୀମାନେ ନିଜର ପେନସନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ।

ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବାର ଦୀର୍ଘଦିନ ଧରି ପେନସନ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ ପାଇଁ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକମାନଙ୍କ ମାଧ୍ୟମରେ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ ଓ ଏଥିପାଇଁ ତାରିଖ, ସ୍ଥାନ ଆଦି ମଧ୍ୟ ଘୋଷଣା କରାଯିବ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ ପାଇନଥିବା କର୍ମଚାରୀମାନଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତରେ ସହଯୋଗ କରିବେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ହେଲପ ଡେସ୍କ ଖୋଲାଯିବ । ଏହା ଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକ ପେନସନ କାଗଜପତ୍ର ପ୍ରଦାନ କରିପାରିବେ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ସ୍କୁଲ ଓ ଗଣଶିକ୍ଷା, ପଂଚାୟତିରାଜ, ରାଜସ୍ୱ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ଏଥିପ୍ରତି ସମ୍ପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନେ ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ସେହିପରି ବିଭିନ୍ନ ତଥ୍ୟ ଅଭାବରୁ ଅବା ବୟସାଧିକ ଯୋଗୁ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ଯୋଗୁ ପେନସନରୁ ବଂଚିତ କର୍ମଚାରୀଙ୍କ ଘରୁ ପେନସନ ପତ୍ର ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଅନଲାଇନ୍ ମାଧ୍ୟମରେ ପେନସନ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ନିଆଯିବ ।
ଏହାବ୍ୟତୀତ ଅଫିସର ଓ କର୍ମଚାରୀମାନଙ୍କୁ ନିୟମାନୁସାରେ ଯୋଗ୍ୟତାଭିତ୍ତିକ ପଦୋନ୍ନତି ନିମନ୍ତେ ଏକ ଅଦାଲତ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟ ସଚିବଙ୍କ ସମେତ ୭ଜଣ ବରିଷ୍ଠ ଅଧିକାରୀମାନଙ୍କ ଅଦାଲତରେ ଶୁଣାଣି ହେବ । ଏହି ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବିଭାଗ ବଂଟନ କରାଯିବ । ୩ଦିନ ଧରି ଏହି ଅଦାଲତ ଚାଲିବ । ତେବେ ଏହା କେବେଠୁ ଆରମ୍ଭ ହେବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ପରେ ଧାର୍ଯ୍ୟ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।

ଆଜିର ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story