ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି ନିଯୁକ୍ତ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ପାଇଁ ନିଯୁକ୍ତ ହୋଇଛନ୍ତି ଚାରି ଜଣ ନୂଆ ବିଚାରପତି। ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର। ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଆଡ୍‌ଭୋକେଟ୍‌ରୁ ବିଚାରପତି ହୋଇଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର […]

Orissa High Court

Orissa High Court

Jitendra Garnayak
  • Published: Thursday, 30 September 2021
  • Updated: 30 September 2021, 12:07 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟ ପାଇଁ ନିଯୁକ୍ତ ହୋଇଛନ୍ତି ଚାରି ଜଣ ନୂଆ ବିଚାରପତି। ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର।

ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଆଡ୍‌ଭୋକେଟ୍‌ରୁ ବିଚାରପତି ହୋଇଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଜୁଡ଼ିସିଆଲ୍ ଅଫିସରରୁ ଏହି ପଦକୁ ଉନ୍ନୀତ ହୋଇଛନ୍ତି।

ଗତକାଲି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ଏକ ବୈଠକ ବସିଥିଲା। ଏହି ବୈଠକରେ ଏହି ଚାରି ଜଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story