ଘୋଷଣା ହେଲା ୫ ବର୍ଷର ‘ଧର୍ମପଦ’ ପୁରସ୍କାର, କିଏ ପାଇବେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୬ ମସିହାରୁ ବାକି ପଡ଼ିଥିବା ଧର୍ମପଦ ପୁରସ୍କାର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା ହେଲା। ୨୦୧୬ ବର୍ଷ ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ବର୍ଷ ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ବର୍ଷ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ୨୦୧୯ ବର୍ଷ ପାଇଁ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା, ୨୦୨୦ ମସିହା ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପାଇବେ ଧର୍ମପଦ ପୁରସ୍କାର। ଏଥିସହିତ […]

lalitakala

lalitakala

Manoranjan Sial
  • Published: Friday, 27 November 2020
  • Updated: 27 November 2020, 06:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୬ ମସିହାରୁ ବାକି ପଡ଼ିଥିବା ଧର୍ମପଦ ପୁରସ୍କାର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା ହେଲା। ୨୦୧୬ ବର୍ଷ ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ବର୍ଷ ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ବର୍ଷ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ୨୦୧୯ ବର୍ଷ ପାଇଁ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା, ୨୦୨୦ ମସିହା ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପାଇବେ ଧର୍ମପଦ ପୁରସ୍କାର।

ଏଥିସହିତ ୨୦୧୬ରୁ ୨୦ ପର୍ଯ୍ୟନ୍ତ ୨୫ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଧର୍ମପଦ ପୁରସ୍କାର ଲାଗି ମନୋନୀତ ପ୍ରତ୍ୟେକ ଶିଳ୍ପୀ ପାଇବେ ୫ ଲକ୍ଷ ଟଙ୍କା। ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ୧ ଲକ୍ଷ ଟଙ୍କା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story