ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଢ଼ ବର୍ଷ ଧରି ସ୍କୁଲ୍ ବନ୍ଦ ରହିଛି। ଏପରିକି ପରୀକ୍ଷା ଗୁଡ଼ିକ ମଧ୍ୟ ବାତିଲ୍ କରଦିଆ ଯାଇଛି। ତେବେ କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଇ-ପାଠଶାଳା ଓ ଇ-ମୂଲ୍ୟାୟନ। ଏହା ଦ୍ୱାରା ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ଏହି ବ୍ୟବସ୍ଥା […]

online

online

Ranjit Kumar Jena
  • Published: Thursday, 17 June 2021
  • Updated: 17 June 2021, 07:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଢ଼ ବର୍ଷ ଧରି ସ୍କୁଲ୍ ବନ୍ଦ ରହିଛି। ଏପରିକି ପରୀକ୍ଷା ଗୁଡ଼ିକ ମଧ୍ୟ ବାତିଲ୍ କରଦିଆ ଯାଇଛି। ତେବେ କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଇ-ପାଠଶାଳା ଓ ଇ-ମୂଲ୍ୟାୟନ। ଏହା ଦ୍ୱାରା ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ଏହି ବ୍ୟବସ୍ଥା । ଏ ନେଇ ଆଜି ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ମାଟ୍ରିକ ଓ ଯୁକ୍ତ ଦୁଇ ମୂଲ୍ୟାୟନ ଏବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। କାରଣ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ କରିବାକୁ ନେଇ ନାନା ସମସ୍ୟା ଦେଖା ଯାଇଥିଲା। ତେଣୁ କିପରି ଏହାର ଦୀର୍ଘ ସ୍ଥାୟୀ ସମାଧାନ କରାଯିବ, ସେ ନେଇ ଆଲୋଚନା ହୋଇଛି।

ଅନଲାଇନରେ ପାଠପଢ଼ା ଓ ତାସହ ପରୀକ୍ଷା ଅନଲାଇନ ପରୀକ୍ଷା ହେବା ନେଇ ଗୁରୁତ୍ୱ ଦିଆଯାଇଛି। ଏବେ ଯାଏ ରାଜ୍ୟର ୪୦ ପ୍ରତିଶତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଖରେ ଅନଲାଇନ୍ ଶିକ୍ଷା ପହଞ୍ଚିଛି। ଏହାକୁ ଯେପରି ଆହୁରି ବଢ଼ାଯିବ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୨୪ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍‌ କରାଯାଇଥିଲା। ଯାହା ପରେ ମ୍ୟାଟ୍ରିକ ପରୀକ୍ଷା ରେଜଲ୍ଟ କେଉଁ ଆଧାରରେ ହେବ, ସେଇ ନେଇ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମ୍ୟାଟ୍ରିକ୍ ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ।

ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ। ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ। ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story