ରାଷ୍ଟ୍ରପତିଙ୍କୁ ଭେଟିଲେ ଓ ଉପହାର ଦେଲେ ଓଡ଼ିଶାର ବିଧାୟକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷତ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଧାୟକ। ରାଷ୍ଟ୍ରପତିଙ୍କ ସହ ବେଶ୍‌ କିଛି ସମୟ ଧରି ଆଲୋଚନା କରିଥିଲେ ବିଧାୟକମାନେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ଥିବାରୁ ଖୁସିରେ ବିଭୋର ହୋଇଥିଲେ ସମସ୍ତ ବିଧାୟକ। ଏହି ସମୟରେ ବିଧାୟକମାନେ […]

Rashtrapati Bhavan

Rashtrapati Bhavan

Manoranjan Sial
  • Published: Wednesday, 03 August 2022
  • Updated: 03 August 2022, 07:38 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷତ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଧାୟକ। ରାଷ୍ଟ୍ରପତିଙ୍କ ସହ ବେଶ୍‌ କିଛି ସମୟ ଧରି ଆଲୋଚନା କରିଥିଲେ ବିଧାୟକମାନେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ଥିବାରୁ ଖୁସିରେ ବିଭୋର ହୋଇଥିଲେ ସମସ୍ତ ବିଧାୟକ। ଏହି ସମୟରେ ବିଧାୟକମାନେ ରାଷ୍ଟ୍ରପତି ଶ୍ରୀ ମୁର୍ମୁଙ୍କୁ ଉପହାର ଦେଇଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କୋଟ୍‌ପାଡ ଶାଢ଼ି ଉପହାର ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତି। ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଶାଢ଼ି ଉପହାର ଦେଇଥିଲେ। ସେହିଭଳି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କବିତା ଲେଖିଥିଲେ। କବିତା ସଙ୍କଳନକୁ ଫ୍ରେମ୍‌ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ। ଏହାପରେ ବିଧାୟକଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ କରାଯାଇଥିଲା।

https://twitter.com/rashtrapatibhvn/status/1554730014402564097?s=20&t=y8-4wooNh0kXXyP5OU9CkA

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, “ଓଡ଼ିଶା ବିଧାନସଭା ତରଫରୁ ଆସିଥିବା ସର୍ବ ଦଳୀୟ କମିଟିର ସଦସ୍ୟମାନେ ଆଜି ରାଷ୍ଟ୍ରପତିଙ୍କୁ ଭେଟିଲୁ। ରାଷ୍ଟ୍ରପତିଙ୍କୁ ଭେଟିବାର ସମୟ ଆମ ପାଇଁ ଥିଲା ସବୁଠାରୁ ଆନନ୍ଦର ମୁହୂର୍ତ୍ତ। ପରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ସଙ୍ଗଳ୍ପ ପତ୍ର ତାଙ୍କୁ ପ୍ରଦାନ କରିଥିଲୁ। ତାହା ସହିତ ଓଡ଼ିଶା ବିଧାନସଭା ତରଫରୁ ସମ୍ୱର୍ଦ୍ଧିତ କରିଥିଲୁ। ଆଗାମୀ ଦିନରେ ଓଡ଼ିଶାର ପ୍ରଗତିରେ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଭିତରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

https://www.youtube.com/watch?v=1QDHe2DZ2Eg

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଭେଟିବାର ମୁହୂର୍ତ୍ତ ଥିଲା ଆନନ୍ଦର ମୁହୂର୍ତ୍ତ। ବିଭିନ୍ନ ଲୋକ ବିଭିନ୍ନ ଉପହାର ଦେଇଛନ୍ତି। ମୁଁ କୋଟପାଡ ଶାଢ଼ୀ ଦେଇଛି। ୨୦୦୦ ମସିହାରେ ସେ ମନ୍ତ୍ରୀ ଥିଲେ। ସେତେବେଳେ ମୁଁ ବିଧାୟକ ଥିଲି। ଏହାଛଡ଼ା ଶ୍ରୀମତି ମୁର୍ମୁ ଝାଡ଼ଖଣ୍ଡରେ ରାଜ୍ୟପାଳ ଥିବା ବେଳେ ଆମେ ରାଜଭବନ ଯାଇଥିଲୁ। ସେଥିପାଇଁ ଆମେ ଅତି ପରିଚିତ। ସେ ମୋତେ ଦେଖି କହିଥିଲେ, ଭାଲୁ ଭାଇ କେମିତି ଅଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story