ମୁହଁରେ ମାସ୍କ ନଥିଲେ ଗ୍ରୋସରି ମନା !

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାସ୍କ ନାହିଁ ତ ଗ୍ରୋସରି ନାହିଁ।  ଏପରିକି ପନିପରିବା, ଫଳ  କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଗଂଜାମ ଜିଲ୍ଲାପାଳ ଦେଇଛନ୍ତି। ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ ରଖି ସେଥିରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ କୁହାଯାଇଛି। ନଚେତ୍ ଦୋକାନୀ ମାନେ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ବିକିବେ ନାହିଁ ବୋଲି କୁହାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ […]

PHOTO-1-1

PHOTO-1-1

Tapas Behera
  • Published: Thursday, 09 April 2020
  • Updated: 09 April 2020, 10:48 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାସ୍କ ନାହିଁ ତ ଗ୍ରୋସରି ନାହିଁ।  ଏପରିକି ପନିପରିବା, ଫଳ  କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଗଂଜାମ ଜିଲ୍ଲାପାଳ ଦେଇଛନ୍ତି। ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ ରଖି ସେଥିରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ କୁହାଯାଇଛି।

ନଚେତ୍ ଦୋକାନୀ ମାନେ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ବିକିବେ ନାହିଁ ବୋଲି କୁହାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି ।  ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story