ମୁମ୍ୱାଇରୁ ଚୋରି କରିଥିଲା, ଓଡ଼ିଶାରୁ ଧରାପଡ଼ିଲା

ସୋର(ଶଶୀକାନ୍ତ ବେହେରା): ମୁମ୍ୱାଇରେ କାମ କରୁଥିବା ବେଳେ ସେ ଜଣଙ୍କ ଘରୁ ଚୋରି କରିଥିଲା। ଓଡ଼ିଶା ପୁଲିସ ସହାୟତାରେ ମୁମ୍ୱାଇ ପୁଲିସ ଆଜି ସେହି ଚୋରକୁ ଗିରଫ କରିଛି। ମାତ୍ର ଚୋରି ହୋଇଥିବା ସାମଗ୍ରୀ ଜବତ କରିପାରି ନାହିଁ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡୁଆ ଗାଁର ମାନସ ମଲ୍ଲିକ କାମ କରିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଜଣଙ୍କ ଘରେ କାମ କରୁଥିବା ବେଳେ ପରିବାର ଲୋକଙ୍କ ବିଶ୍ୱାସଭାଜନ ହୋଇଯାଇଥିଲା। ଏହାର ସୁଯୋଗ […]

odisha-man-who-served-as-a-servant-in-mumbai-home-arrested-for-stealing-gold-and-cash1

Manoranjan Sial
  • Published: Tuesday, 16 April 2019
  • Updated: 16 April 2019, 04:23 PM IST

Sports

Latest News

ସୋର(ଶଶୀକାନ୍ତ ବେହେରା): ମୁମ୍ୱାଇରେ କାମ କରୁଥିବା ବେଳେ ସେ ଜଣଙ୍କ ଘରୁ ଚୋରି କରିଥିଲା। ଓଡ଼ିଶା ପୁଲିସ ସହାୟତାରେ ମୁମ୍ୱାଇ ପୁଲିସ ଆଜି ସେହି ଚୋରକୁ ଗିରଫ କରିଛି। ମାତ୍ର ଚୋରି ହୋଇଥିବା ସାମଗ୍ରୀ ଜବତ କରିପାରି ନାହିଁ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡୁଆ ଗାଁର ମାନସ ମଲ୍ଲିକ କାମ କରିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଜଣଙ୍କ ଘରେ କାମ କରୁଥିବା ବେଳେ ପରିବାର ଲୋକଙ୍କ ବିଶ୍ୱାସଭାଜନ ହୋଇଯାଇଥିଲା। ଏହାର ସୁଯୋଗ ନେଇ ସେ ସମ୍ପୃକ୍ତ ଘରୁ ଏକ କେଜି ସୁନା ଓ ରୁପା ଏବଂ ନଗଦ ୫୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

ଘର ମାଲିକ ଏନେଇ କୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁର୍ଲା ଥାନା ଅଧିକାରୀ ଗଣେଶ ଯାଦବଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ଥାନା ପୁଲିସ ସହାୟତାରେ ମାନସଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛନ୍ତି। ପରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୁର୍ଲା ପୁଲିସ ଆବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story