୨୫ ଲକ୍ଷ କରୋନା ଟିକା ଦେବାକୁ ଦାବି କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୫ ଲକ୍ଷ କରୋନା ଟିକା ତୁରନ୍ତ ଯୋଗାଇ ଦିଆଯାଉ। କେନ୍ଦ୍ରଠାରେ ଆଜି ଓଡ଼ିଶାର ଏପରି ଦାବି ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦାବି ରଖିଛନ୍ତି। ଶ୍ରୀ ଦାସ କହିଛନ୍ତି-“ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ୨ୟ ଡୋଜ ନେବାକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ। ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ […]

vaccine

vaccine

Manoranjan Sial
  • Published: Wednesday, 12 May 2021
  • Updated: 12 May 2021, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୫ ଲକ୍ଷ କରୋନା ଟିକା ତୁରନ୍ତ ଯୋଗାଇ ଦିଆଯାଉ। କେନ୍ଦ୍ରଠାରେ ଆଜି ଓଡ଼ିଶାର ଏପରି ଦାବି ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦାବି ରଖିଛନ୍ତି।

ଶ୍ରୀ ଦାସ କହିଛନ୍ତି-“ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ୨ୟ ଡୋଜ ନେବାକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ। ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ ରହିଛି। ତେଣୁ ୩୦ ହଜାର ସିଲିଣ୍ଡର ଯୋଗାଇ ଦିଆଯାଉ। ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌, ପିପିଇ କିଟ୍‌ ଓ ମାସ୍କ ମଧ୍ୟ ଦିଅନ୍ତୁ। କେନ୍ଦ୍ରମନ୍ତ୍ରୀ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି।”

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଘାଇଲା କରିଛି ସମଗ୍ର ଦେଶକୁ। ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଲକ୍ଷାଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଗୁରୁତର ଅସୁସ୍ଥ ହେଉଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଦରକାର ହେଉଛି। ହେଲେ ଅଧିକାଂଶ ମେଡିକାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ରହିଛି। ଯେଉଁଥିପାଇଁ ପ୍ରତିଦିନ ମେଡିକାଲ୍‌ରେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story