ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୦ ଦିନ ତଳେ କଥା ହେବା ବେଳେ ଆକ୍ରାନ୍ତ ସଂଖ୍ୟା ୬୧ ଥିଲା, ହେଲେ ଏବେ ତାହା ଦୁଇ ଗୁଣ ବଢ଼ିଗଲାଣି। ହେଲେ ଡରିବାର କିଛି ନାହିଁ ବୋଲି କହି ରାଜ୍ୟବାସୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ କହିଛନ୍ତି, ଆମେ ସାବଧାନ ରହିଲେ ବିପଦକୁ ଏଡାଇ ପାରିବା । ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା […]

naveen24-1

naveen24-1

Niharika Rout
  • Published: Wednesday, 29 April 2020
  • Updated: 29 April 2020, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।

୧୦ ଦିନ ତଳେ କଥା ହେବା ବେଳେ ଆକ୍ରାନ୍ତ ସଂଖ୍ୟା ୬୧ ଥିଲା, ହେଲେ ଏବେ ତାହା ଦୁଇ ଗୁଣ ବଢ଼ିଗଲାଣି। ହେଲେ ଡରିବାର କିଛି ନାହିଁ ବୋଲି କହି ରାଜ୍ୟବାସୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ କହିଛନ୍ତି, ଆମେ ସାବଧାନ ରହିଲେ ବିପଦକୁ ଏଡାଇ ପାରିବା ।

ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା ଆମ ପାଇଁ ଚାଲେଞ୍ଜ ଥିଲା।  ଓଡ଼ିଶା ପ୍ରଥମ ରାଜ୍ୟ ଯିଏକି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା।  ଆପଣମାନଙ୍କ ସହଯୋଗ ହେତୁ ଆମେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହେଲେ।

https://www.facebook.com/OdishaReporter/videos/571106806943841/

ତା ପରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ନେବା ଚାଲେଂଜ ଥିଲା । ସେହିପରି ଆପଣମାନେ ସହଯୋଗର ହାତ ବଢ଼ାଇବାରୁ ସେ ପରିସ୍ଥିତିକୁ ମଧ୍ୟ ଆମେ ନିୟନ୍ତ୍ରଣ କରିପାରିଲେ। ଏବେ ପଶ୍ଚିମବଙ୍ଗ ଫେରନ୍ତା ଭାଇଭଉଣୀ ଯତ୍ନ ନେବା ଆହ୍ୱାନ ହୋଇଛି। ଏବେ ସୁଦ୍ଧା ଯେତିକି ପଜିଟିଭ ବାହାରିଛନ୍ତି, ତା ଭିତରୁ ପଶ୍ଚିମବଙ୍ଗ ଫେରନ୍ତା ୫୦ ଜଣ। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ହେଲେ ଆଗାମୀ କିଛି ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଚେତାଇ ଦେଇଛନ୍ତି ନବୀନ।

ସବୁଠାରୁ ସଂକ୍ରମିତ କିଛି ରାଜ୍ୟମାନଙ୍କରୁ ବହୁ ଓଡ଼ିଆ ଲୋକ ଫେରିବେ । ବିପଦ ସମୟରେ ମା’ ଓ ମାତୃଭୂମି କଥା ମନକୁ ଆସିବା ସ୍ୱାଭାବିକ। ସେମାନେ ଆମ ନିଜ ଲୋକ, ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ୱ। ବାହାର ଲୋକ ଆସିଲେ, ପଜିଟିଭି ସଂଖ୍ୟା ବଢ଼ିବ। ଯଦି ସରକାରଙ୍କୁ ସହଯୋଗ କରିବେ, ପରିସ୍ଥିତି ନିୟନ୍ତ୍ରଣରେ ରହିବ। ଆମେ ସାବଧାନ ରହିବା, ଧୈର୍ଯ୍ୟ ରଖିବା ବୋଲି କହି କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ରାଜ୍ୟବାସୀଙ୍କ ସାହସ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ।

ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରି ସେମାନଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସହଯୋଗ କରିବା ଆମ ସମସ୍ତଙ୍କ ପ୍ରଥମ ଦାୟିତ୍ୱ। ସେମାନେ ସୁସ୍ଥ ରହିବା ସହ ଆମ ଗାଁ ଓ ପରିବାର ମଧ୍ୟ ସୁସ୍ଥ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story