ନୂଆ ବିଶ୍ୱବିଦ୍ୟାଳୟ ବିଲକୁ ନେଇ ବଢୁଛି ବିବାଦ, ତ୍ରୁଟିଯୁକ୍ତ କହିଲେ ଶିକ୍ଷାବିତ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ବିଧାନସଭାରେ ବିରୋଧୀଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ। ସେପଟେ କିନ୍ତୁ କଳବଳ କୌଶଳ ଖଟାଇ ଅଧ୍ୟାଦେଶକୁ ଗୃହରେ ପାରିତ କରିବାକୁ ଲାଗିପଡ଼ିଛନ୍ତି ରାଜ୍ୟ ସରକାର। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ସପକ୍ଷରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଛି ୱେବିନାର। ଏଥିରେ ଯୋଗଦେଇଛନ୍ତି ଦେଶ ବିଦେଶ ସମେତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, […]

university

university

Manoranjan Sial
  • Published: Friday, 02 October 2020
  • Updated: 02 October 2020, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ବିଧାନସଭାରେ ବିରୋଧୀଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ। ସେପଟେ କିନ୍ତୁ କଳବଳ କୌଶଳ ଖଟାଇ ଅଧ୍ୟାଦେଶକୁ ଗୃହରେ ପାରିତ କରିବାକୁ ଲାଗିପଡ଼ିଛନ୍ତି ରାଜ୍ୟ ସରକାର।

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ସପକ୍ଷରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଛି ୱେବିନାର। ଏଥିରେ ଯୋଗଦେଇଛନ୍ତି ଦେଶ ବିଦେଶ ସମେତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ପୂର୍ବତନ କୁଳପତି, ଛାତ୍ରଛାତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ କିଛି ବିଜେଡି ନେତା, କର୍ମୀ। ଅଧ୍ୟାଦେଶରେ ଥିବା ବିଭିନ୍ନ ଦିଗକୁ ନେଇ ମତ ରଖିବା ସହ କେତୋଟି ବିଧି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ଅଧ୍ୟାପକ ନିଯୁକ୍ତି, ସର୍ଚ୍ଚ କମିଟି ଓ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇଛନ୍ତି କିଛି ପୂର୍ବତନ କୁଳପତି। ସେମାନଙ୍କ ଦାବି OPSC ଦ୍ୱାରା ଅଧ୍ୟାପକ ଚୟନ ନକରି ଏକ ଇଣ୍ଡିପେଣ୍ଡେଣ୍ଟ ବଡ଼ି ଦ୍ୱାରା ନିଯୁକ୍ତି କରାଯାଉ।

ସେପଟେ ଅଧ୍ୟାଦେଶ ବିପକ୍ଷରେ କଂଗ୍ରେସ ଓ ବିଜେପି ଜାରି ରଖିଛନ୍ତି ବିରୋଧ। ମୌସୁମୀ ଅଧିବେଶନ ଆରମ୍ଭରୁ କଂଗ୍ରେସ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲା। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସରକାର ଏହି ଅଧ୍ୟାଦେଶକୁ ପାରିତ କରାଇଦେବେ। କିନ୍ତୁ ନ୍ୟାୟାଳୟରେ ଏହା କାଟ୍ ଖାଇବା ସୁନିଶ୍ଚିତ। ଏଥିପାଇଁ କିଛି ଶିକ୍ଷାବିତ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରିସାରିଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ସେହିପରି ବିଜେପି କହିଛି, ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୟୁଜିସି ଦ୍ୱାରା ପ୍ରଣିତ ଅନେକ ରେଗୁଲେସନକୁ ଉଲ୍ଲଂଘନ କରୁଛି, ତେଣୁ ଏହା ଗ୍ରହଣୀୟ ନୁହେଁ। ଜବାବରେ ବିଜେଡି କହିଛି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ତଥାପି ଅଧ୍ୟାଦେଶରେ କିଛିଟା ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।

ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବିଧାନସଭାରେ ଆଲୋଚନା ହେବ। ଅପରପକ୍ଷେ କିଛି ଶିକ୍ଷାବିତ୍ ଅଧ୍ୟାଦେଶ ବିରୋଧରେ କୋର୍ଟଙ୍କ ଆଶ୍ରୟ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ପ୍ରସ୍ତାବିତ ବିଲକୁ ପାରିତ କରିବା ଏବଂ ଆଇନରେ ପରିଣତ କରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story