ଓଡ଼ିଶା ପୋଲିସରେ ୫ହଜାରରୁ ଅଧିକ ନୂଆ ପଦବୀ ସୃଷ୍ଟି କରାଯିବ

କଟକ: ଓଡ଼ିଶା ପୋଲିସରେ ନୂଆ କରି ୫ହଜାରରୁ ଅଧିକ ପଦବୀ ସୃଷ୍ଟି କରାଯିବ। ତା’ମଧ୍ୟରୁ ୪ହଜାର ଓଡ଼ିଶା ଅକ୍ସିଲାରୀ ଫୋର୍ସର କନଷ୍ଟେବଳଙ୍କୁ ସିଭିଲ୍ ପୋଲିସିଂରେ ନିୟୋଜିତ କରାଯିବ। ଜାନୁୟାରୀ ପହିଲା ସୁଦ୍ଧା ଏହି କନଷ୍ଟେବଳଙ୍କର ନିଯୁକ୍ତି ପ୍ରକ୍ରିୟା ସରିବ। ସେମାନଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟ ଓ ଥାନା ମାନଙ୍କରରେ ନିଯୁକ୍ତି ଦିଆଯିବ ବୋଲି ପୋଲିସ ଡିଜି କେବି ସିଂ ସୂଚନା ଦେଇଛନ୍ତି। ନବନିଯୁକ୍ତ କର୍ମଚାରୀଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଜିଲ୍ଳାରେ ଥିବା ଥାନା […]

kb-singh-5

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 10:54 AM IST

କଟକ: ଓଡ଼ିଶା ପୋଲିସରେ ନୂଆ କରି ୫ହଜାରରୁ ଅଧିକ ପଦବୀ ସୃଷ୍ଟି କରାଯିବ। ତା'ମଧ୍ୟରୁ ୪ହଜାର ଓଡ଼ିଶା ଅକ୍ସିଲାରୀ ଫୋର୍ସର କନଷ୍ଟେବଳଙ୍କୁ ସିଭିଲ୍ ପୋଲିସିଂରେ ନିୟୋଜିତ କରାଯିବ। ଜାନୁୟାରୀ ପହିଲା ସୁଦ୍ଧା ଏହି କନଷ୍ଟେବଳଙ୍କର ନିଯୁକ୍ତି ପ୍ରକ୍ରିୟା ସରିବ। ସେମାନଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟ ଓ ଥାନା ମାନଙ୍କରରେ ନିଯୁକ୍ତି ଦିଆଯିବ ବୋଲି ପୋଲିସ ଡିଜି କେବି ସିଂ ସୂଚନା ଦେଇଛନ୍ତି। ନବନିଯୁକ୍ତ କର୍ମଚାରୀଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଜିଲ୍ଳାରେ ଥିବା ଥାନା ଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।

Related story