ମଦୁଆ ଡ୍ରାଇଭର ସାବଧାନ ! ଏଣିକି ଧରା ହେଲେ ବନ୍ଧା ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଦ୍ୟପାନ କରି ଗାଡ଼ି ଚଲାଉଥିଲେ ସାବଧାନ। କାରଣ ମଦ୍ୟପ ଡ୍ରାଇଭରଙ୍କ ପ୍ରତି ପୁଲିସ ଅଧିକ କଠୋର ପଦକ୍ଷେପ ନେବାକୁ ଯୋଜନା କରୁଛି। ଏଣିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ବନ୍ଧା ହୋଇପାରନ୍ତି। ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ ଅଧିକ ସଜାଗ ହେଉଛି। ତେଣୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ପୁଲିସ ହାଇଦ୍ରାବାଦ୍‌ ମଡେଲ ଆପଣାଇବାକୁ ବିଚାର କରୁଛି। ଏଥିପାଇଁ ଓଡ଼ିଶାର ଗୋଟିଏ ଟିମ୍‌ ହାଇଦ୍ରାବାଦ ଯାଇ ସେଠାରେ ଅନୁଧ୍ୟାନ କରିବ। ମଦ ପିଇ […]

j-90-98

j-90-98

Tapas Behera
  • Published: Monday, 26 August 2019
  • Updated: 26 August 2019, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଦ୍ୟପାନ କରି ଗାଡ଼ି ଚଲାଉଥିଲେ ସାବଧାନ। କାରଣ ମଦ୍ୟପ ଡ୍ରାଇଭରଙ୍କ ପ୍ରତି ପୁଲିସ ଅଧିକ କଠୋର ପଦକ୍ଷେପ ନେବାକୁ ଯୋଜନା କରୁଛି। ଏଣିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ବନ୍ଧା ହୋଇପାରନ୍ତି। ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ ଅଧିକ ସଜାଗ ହେଉଛି। ତେଣୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ପୁଲିସ ହାଇଦ୍ରାବାଦ୍‌ ମଡେଲ ଆପଣାଇବାକୁ ବିଚାର କରୁଛି।

ଏଥିପାଇଁ ଓଡ଼ିଶାର ଗୋଟିଏ ଟିମ୍‌ ହାଇଦ୍ରାବାଦ ଯାଇ ସେଠାରେ ଅନୁଧ୍ୟାନ କରିବ। ମଦ ପିଇ ଗାଡ଼ି ଚାଳନା ରୋକିବାକୁ ହାଇଦ୍ରାବାଦ ପୁଲିସ ପକ୍ଷରୁ କେଉଁ ସବୁ ନୀତିନିୟମ ଅନୁସରଣ କରୁଛି ତାହାକୁ ଉକ୍ତ ଟିମ୍‌ ଅନୁଧ୍ୟାନ କରିବ। ପରେ ହାଇଦ୍ରାବାଦ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ଯୋଜନା ରହିଛି। କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ହାଇଦ୍ରାବାଦରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇ କୋର୍ଟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ହେଲେ ଓଡ଼ିଶାରେ ମଦ୍ୟପ ଡ୍ରାଇଭରମାନଙ୍କଠାରୁ କେବଳ ଜରିମାନା ଆଦାୟ କରି ଛାଡ଼ିଦିଆଯାଉଛି। ତେଣୁ ଓଡ଼ିଶାରେ ହାଇଦ୍ରାବାଦ ମଡେଲକୁ ଆପଣାଯାଇ ସଡ଼କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଅଧିକ ପାଟ୍ରୋଲିଂ ମଧ୍ୟ କରାଯିବ।

ମୋଟର ଧାରା ୧୮୫ ଅନୁଯାୟୀ ମଦ ମାପକ ଯନ୍ତ୍ର ବ୍ରିଥଲେସର ଅନୁସାରେ ଜଣକ ଶରୀରରେ ୧୦୦ ଏମ.ଏଲ.ରୁ ୩୦ ଏମ.ଜି. ଅଧିକ ହେଲେ ସମ୍ପୃକ୍ତ ଡ୍ରାଇଭର ଗାଡ଼ି ଚଳାଇବା ପାଇଁ ଅକ୍ଷମ ବୋଲି ଧରିନିଆଯିବ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିୟମ ରହିଛି। ପୁଲିସ ସୂତ୍ର ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ଗତ ବର୍ଷ ୫,୩୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିରୁ ୩୫ ପ୍ରତିଶତ ମଦ୍ୟପାନଜନିତ ଥିଲା ବୋଲି ରିପୋର୍ଟ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story